
CURRENT AFFAIRS UPDATE
11.2K subscribers
About CURRENT AFFAIRS UPDATE
OSSC, OSSSC, BANKING, RAILWAY, POLICE, DEFENSE EXAM & All Competitive Exam ki Tayari 📚
Similar Channels
Swipe to see more
Posts

Fundamental duties were introduced in Part IVA of the Constitution by the: 1. Forty-third Amendment Act, 1977 2. Forty-first Amendment Act, 1976 3. Forty-second Amendment Act, 1976 4. Forty-fourth Amendment Act, 1978

*ଖବର ଆଜିର* ତାରିଖ:୧୯/୦୬/୨୫, ଗୁରୁବାର ୧-ଜୁନ୍ ୧୮ ରୁ ୨୩ ପର୍ଯ୍ୟନ୍ତ ପ୍ରବଳ ବର୍ଷା, ବଜ୍ରପାତ ଏବଂ ପବନ ବହିବାର ସମ୍ଭାବନା ଥିବାରୁ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ଆସାମ ଏବଂ ମେଘାଳୟ ପାଇଁ ରେଡ୍ ଆଲର୍ଟ ଜାରି କରିଛି ଆଇଏମଡି। ୨-ଭୁବନେଶ୍ୱର:ଦୂଷିତ ପାଣି ଯୋଗୁ ଡାଇରିଆ ବ୍ୟାପିଥିବା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇଲେ କେନ୍ଦ୍ରୀୟ ଟିମ୍ । ୩-କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା ହେଲା ଯୁବ ଓ ବାଲ୍ ସାହିତ୍ୟ ପୁରସ୍କାର, ସୁବ୍ରତ ସେନାପତିଙ୍କୁ ଯୁବ ପୁରସ୍କାର ଓ ରାଜକିଶୋର ପାଢୀଙ୍କୁ ମିଳିବ ବାଲ୍ ସାହିତ୍ୟ ପୁରସ୍କାର। ୪-ଭୁବନେଶ୍ୱର:ଡାଇରିଆ ଡ଼ର ଯାଇନି ଏପଟେ ରାଜଧାନୀରେ ମାଡ଼ିଲାଣି ଜଣ୍ଡିସ୍; ୫୦ ଆକ୍ରାନ୍ତ ଚିହ୍ନଟ ପରେ ଚିନ୍ତାରେ ସ୍ୱାସ୍ଥ୍ୟବିଭାଗ। ୫-ଚିକିତ୍ସା ପାଇଁ ମୁମ୍ୱାଇ ଯିବେ ନବୀନ ପଟ୍ଟନାୟକ: ସର୍ଭିକାଲ ଆଥ୍ରାଇଟିସ୍ ସମସ୍ୟା ନେଇ ହେବେ ଚିକିତ୍ସିତ। ୬-ଦୀଘା ମୁହାଁଣରେ ମତ୍ସ୍ୟଜୀବିଙ୍କ ଜାଲରେ କୁଇଣ୍ଟାଲ କୁଇଣ୍ଟାଲ ଇଲିସି , ଶସ୍ତା ହୋଇପାରେ ଦାମ। ୭-କଟକ:CMC ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଣି କମ୍ପାନୀରେ ରେଡ୍; ବିଶୁଦ୍ଧ ନ କରି ବିକ୍ରି କରୁଥିବାର ହୋଇଥିଲା ଅଭିଯୋଗ। ୮-ମାଷ୍ଟରକ୍ୟାଣ୍ଟିନ ରେଲୱେ ଷ୍ଟେସନ:ରାତାରାତି ୮ ଗୁଣ ବଢିଗଲା ପାର୍କିଂ ଫି', ମୁଣ୍ଡରେ ହାତ ଦେଲେଣି ଲୋକେ। ୯-ନନ୍ଦନକାନନ-ବାରଙ୍ଗରେ ନିମ୍ନମାନର ଖାଦ୍ୟ ବିକ୍ରି, ଆଶଙ୍କାରେ ପର୍ଯ୍ୟଟକ ଓ ଅଞ୍ଚଳବାସୀ। ୧୦-ଗୋପାଳପୁର ଗଣଦୁଷ୍କର୍ମ ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା : ଘଟଣାସ୍ଥଳରେ ଯାଞ୍ଚ କଲା ଟିମ୍। ୧୧-ମଞ୍ଚେଶ୍ବର, ସମେଇଗାଡିଆ ବଜାର:ଠେଲିଲେ ଚାଲୁଛି PCR, ସ୍ମାର୍ଟ ସିଟିରେ ଏମିତି; ଉପାନ୍ତରେ କେମିତି? ୧୨-ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ AI ଭିଡିଓ ପୋଷ୍ଟ କରି ବନ୍ଧା ହେଲେ ରାୟଗଡ଼ାର ଯୁବକ କିଶୋର କୌଶଲ୍ୟ। ୧୩-ବ୍ରହ୍ମପୁର:ପାଳଝଡ଼ି ଡବଲ୍ ମର୍ଡର ଘଟଣା, ଚାରି ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍। ୧୪-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତକୁ ନଜରରେ ରଖି ୨୦ ତାରିଖରେ କଟକ ଓ ଭୁବନେଶ୍ବରରେ ସମସ୍ତ ସ୍କୁଲ ଛୁଟି ଘୋଷଣା। ୧୫-ବଦଳିଲା ଫାଷ୍ଟ୍ୟାଗ୍ ନିୟମ, ଅଗଷ୍ଟ ୧୫ରୁ ବାର୍ଷିକ ଫାଷ୍ଟାଗ୍ ବ୍ୟବସ୍ଥା ହେବ, ଏଣିକି ବାର୍ଷିକ ୩ ହଜାର ଟଙ୍କା ଦେଇ ପାଇପାରିବେ ସୁବିଧା। ୧୬-୧୫ ଦିନରେ ମିଳିବ ସଂଶୋଧିତ ଭୋଟର ଫଟୋ ପରିଚୟ ପତ୍ର। ୧୭-ଭାରତ-କାନାଡ଼ା ସରକାରଙ୍କ ବଡ଼ ନିଷ୍ପତ୍ତି, ଉଭୟ ଦେଶରେ ପୁଣି ଖୋଲାଯିବ ଦୂତାବାସ। ୧୮-ଡେରାଡୁନ:କେଦାରନାଥ ଯାତ୍ରା ହେଲା ଶେଷଯାତ୍ରା,ଭୂସ୍ଖଳନରେ ଦୁଇ ମୃତ, ୩ ଆହତ। ୧୯-୨୦୩୦ ସୁଦ୍ଧା ସଡକ ଦୁର୍ଘଟଣା ୫୦% ହ୍ରାସ ଲକ୍ଷ୍ୟ – ନୀତିନ ଗଡକରୀ। ୨୦-ଅହମଦାବାଦ:ଚିହ୍ନଟ ହେଲା ୧୯୦ ଯାତ୍ରୀଙ୍କ DNA, ପରିଜନଙ୍କୁ ଦିଆଯାଇଛି ୧୫୯ ଶବ ୨୧-ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ଅପରେସନ ସିନ୍ଧୁ ଆରମ୍ଭ, ଫେରୁଛନ୍ତି ୧୧୦ ଭାରତୀୟ ଛାତ୍ର – ହେଲ୍ପଲାଇନ ନମ୍ବର ଜାରି:+୯୮ ୯୧୨୮୧୦୯୧୧୫,ଓ +୯୮ ୯୧୨୮୧୦୯୧୦୯

*☑️ Important Days in June 2025* **️⃣ 1 June (1 जून)* ▪️ World Milk Day – विश्व दुग्ध दिवस ▪️ Global Day of Parents – अभिभावकों का वैश्विक दिवस **️⃣ 2 June (2 जून)* ▪️ Italy Republic Day – इटली गणतंत्र दिवस ▪️ International Sex Workers’ Day – अंतर्राष्ट्रीय यौनकर्मी दिवस ▪️ Telangana Formation Day – तेलंगाना स्थापना दिवस **️⃣ 3 June (3 जून)* ▪️ World Bicycle Day – विश्व साइकिल दिवस **️⃣ 4 June (4 जून)* ▪️ International Day of Innocent Children Victims of Aggression – आक्रोश के पीड़ित निर्दोष बच्चों का अंतर्राष्ट्रीय दिवस **️⃣ 5 June (5 जून)* ▪️ World Environment Day – विश्व पर्यावरण दिवस **️⃣ 6 June (6 जून)* ▪️ National Donut Day (First Friday) – राष्ट्रीय डोनट दिवस ▪️ Eid al-Adha – ईद-उल-अजहा **️⃣ 7 June (7 जून)* ▪️ World Food Safety Day – विश्व खाद्य सुरक्षा दिवस **️⃣ 8 June (8 जून)* ▪️ World Brain Tumour Day – विश्व मस्तिष्क ट्यूमर दिवस ▪️ World Oceans Day – विश्व महासागर दिवस ▪️ National Best Friend Day – राष्ट्रीय सबसे अच्छा मित्र दिवस **️⃣ 12 June (12 जून)* ▪️ World Day Against Child Labour – बाल श्रम विरोधी दिवस ▪️ National Red Rose Day – राष्ट्रीय लाल गुलाब दिवस **️⃣ 14 June (14 जून)* ▪️ World Blood Donor Day – विश्व रक्तदाता दिवस (WHO) ▪️ Flag Day – ध्वज दिवस **️⃣ 15 June (15 जून)* ▪️ World Wind Day – विश्व पवन दिवस ▪️ World Elder Abuse Awareness Day – वृद्ध दुर्व्यवहार जागरूकता दिवस ▪️ Father’s Day (3rd Sunday) – पिता दिवस **️⃣ 17 June (17 जून)* ▪️ World Day to Combat Desertification and Drought – रेगड़ीकरण और सूखा रोकथाम दिवस **️⃣ 18 June (18 जून)* ▪️ Autistic Pride Day – ऑटिज्म गौरव दिवस ▪️ International Picnic Day – अंतर्राष्ट्रीय पिकनिक दिवस **️⃣ 19 June (19 जून)* ▪️ World Sickle Cell Awareness Day – सिकल सेल जागरूकता दिवस ▪️ Juneteenth – अमेरिकी स्वतंत्रता दिवस (दासता से मुक्ति) ▪️ World Sauntering Day – विश्राम से चलने का दिवस **️⃣ 20 June (20 जून)* ▪️ World Refugee Day – विश्व शरणार्थी दिवस **️⃣ 21 June (21 जून)* ▪️ World Music Day – विश्व संगीत दिवस ▪️ World Hydrography Day – जल सर्वेक्षण दिवस ▪️ International Day of Yoga – अंतर्राष्ट्रीय योग दिवस ▪️ Summer Solstice / Solstice Celebration Day – ग्रीष्म अयनांत दिवस / गर्मी का सबसे लंबा दिन **️⃣ 22 June (22 जून)* ▪️ World Rainforest Day – विश्व वर्षावन दिवस **️⃣ 23 June (23 जून)* ▪️ International Olympic Day – अंतर्राष्ट्रीय ओलंपिक दिवस ▪️ UN Public Service Day – संयुक्त राष्ट्र सार्वजनिक सेवा दिवस ▪️ International Widows’ Day – अंतर्राष्ट्रीय विधवा दिवस **️⃣ 26 June (26 जून)* ▪️ International Day against Drug Abuse – मादक द्रव्य निषेध दिवस ▪️ UN Day in Support of Victims of Torture – यातना पीड़ितों के समर्थन में संयुक्त राष्ट्र दिवस **️⃣ 27 June (27 जून)* ▪️ Helen Keller Day – हेलेन केलर दिवस **️⃣ 29 June (29 जून)* ▪️ National Statistics Day – राष्ट्रीय सांख्यिकी दिवस ▪️ International Day of the Tropics – अंतर्राष्ट्रीय उष्णकटिबंधीय दिवस **️⃣ 30 June (30 जून)* ▪️ World Asteroid Day – विश्व क्षुद्रग्रह दिवस

. *🙏 ଶୁଭ ସନ୍ଧ୍ୟା 🙏* . *ଉତ୍ତମ ସ୍ୱାସ୍ଥ୍ୟ, ମନୋମୋହିନୀ ସ୍ତ୍ରୀ, ଗୁଣବାନ ପୁତ୍ର, ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ବନ୍ଧୁତା, ଭୟ ଶୂନ୍ୟ ସ୍ଥାନରେ ବସବାସ, ନିତ୍ୟ ଆୟ, ଅନ୍ନ ବସ୍ତ୍ରର ପ୍ରାଚୁର୍ଯ୍ୟ, ଅଭିଳଷିତ ଦ୍ରବ୍ୟପ୍ରାପ୍ତି ମହାସୁଖକର ହୋଇଥାଏ l* . *🦚ଜୟ ଜଗନ୍ନାଥ 🦚* *👍 ㅤ 💬ㅤ 💌ㅤ 📱* *ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ*