Online Sambalpur News WhatsApp Channel

Online Sambalpur News

349 subscribers

About Online Sambalpur News

Online Sambalpur provides top local news, interesting facts & valuable information about Sambalpur 📰

Similar Channels

Swipe to see more

Posts

Online Sambalpur News
Online Sambalpur News
5/16/2025, 6:08:38 AM

https://onlinesambalpur.com/tpwodl-inaugurates-11-kv-underground-power-line-in-sambalpur-more-than-5000-consumers-to-benefit *ସମ୍ବଲପୁର: ସମ୍ବଲପୁରରେ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ୧୧ କେଭି ଭୂତଳ ବିଦ୍ୟୁତ୍ ଲାଇନ୍ ଶୁଭାରମ୍ଭ; ୫ ହଜାରରୁ ଅଧିକ ଗ୍ରାହକ ହେବେ ଉପକୃତ l* *ଏବେ ଦେଖନ୍ତୁ ଏବଂ ସେୟାର କରନ୍ତୁ l*

Online Sambalpur News
Online Sambalpur News
5/16/2025, 5:43:05 AM

https://onlinesambalpur.com/youth-dies-in-bike-accident-on-sambalpur-subarnapur-road-friend-critically-injured-and-hospitalized-in-burla *ସମ୍ବଲପୁର: ସମ୍ବଲପୁର-ସୁବର୍ଣ୍ଣପୁର ରାଜରାସ୍ତାରେ ବାଇକ୍ ଦୁର୍ଘଟଣା; ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, ସାଙ୍ଗ ଗୁରୁତର ଅବସ୍ଥାରେ ବୁର୍ଲାରେ ଚିକିତ୍ସିତ l* *ଏବେ ଦେଖନ୍ତୁ ଏବଂ ସେୟାର କରନ୍ତୁ l*

Online Sambalpur News
Online Sambalpur News
5/17/2025, 7:08:52 AM

https://onlinesambalpur.com/miscreants-pelt-stones-at-moving-tapaswini-express-windowpanes-shattered-motive-unclear *ସମ୍ବଲପୁର: ସମ୍ବଲପୁରରେ ଚଳନ୍ତା ତପସ୍ବିନୀ ଏକ୍ସପ୍ରେସ ଉପରକୁ ଦୁର୍ବୃତ୍ତଙ୍କ ପଥରମାଡ଼; ଭାଙ୍ଗିଲା କାଚ, ପଥରମାଡ଼ର କାରଣ ଅସ୍ପଷ୍ଟ l* *ଏବେ ଦେଖନ୍ତୁ ଏବଂ ସେୟାର କରନ୍ତୁ l*

😢 1
Online Sambalpur News
Online Sambalpur News
5/16/2025, 12:03:21 PM

https://onlinesambalpur.com/thieves-break-into-flat-in-sambalpur-loot-jewelry-and-cash-worth-rs-10-lakh-police-investigation-continues *ସମ୍ବଲପୁର: ସମ୍ବଲପୁରରେ ତାଲା ଭାଙ୍ଗି ଫ୍ଲାଟରୁ ୧୦ ଲକ୍ଷ ଟଙ୍କାର ଗହଣା ଓ ନଗଦ ଟଙ୍କା ଲୁଟ୍; ପୋଲିସ ତଦନ୍ତ ଜାରି l* *ଏବେ ଦେଖନ୍ତୁ ଏବଂ ସେୟାର କରନ୍ତୁ l*

Online Sambalpur News
Online Sambalpur News
5/15/2025, 7:40:46 AM

https://onlinesambalpur.com/sunetra-scheme-breaks-down-in-sambalpur-patients-wait-months-for-eyeglasses-forced-to-purchase-from-outside *ସମ୍ବଲପୁର: ସମ୍ବଲପୁରରେ ବାଟବଣା ହେଲା ସୁନେତ୍ର ଯୋଜନା; ଚଷମା ପାଇଁ ମାସ ମାସ ଅପେକ୍ଷା, ବାଧ୍ୟ ହୋଇ ବାହାରୁ ଚଷମା କିଣୁଛନ୍ତି ରୋଗୀ l* *ଏବେ ଦେଖନ୍ତୁ ଏବଂ ସେୟାର କରନ୍ତୁ l*

Online Sambalpur News
Online Sambalpur News
5/17/2025, 6:06:38 AM

https://onlinesambalpur.com/sambalpur-mangoes-reach-delhi-14-72-quintals-shipped-in-first-phase *ସମ୍ବଲପୁର: ଦିଲ୍ଲୀ ଗଲା ସମ୍ବଲପୁର ଆମ୍ବ; ପ୍ରଥମ ପର୍ଯ୍ୟାୟରେ ପଠାଗଲା ୧୪.୭୨ କୁଇଣ୍ଟାଲ l* *ଏବେ ଦେଖନ୍ତୁ ଏବଂ ସେୟାର କରନ୍ତୁ l*

Online Sambalpur News
Online Sambalpur News
5/19/2025, 5:55:58 AM

https://onlinesambalpur.com/brutal-murder-over-property-dispute-siblings-kill-sister-with-knife-during-uncles-funeral *ସମ୍ବଲପୁର: ସମ୍ପତ୍ତି ବିବାଦ ପାଇଁ ନୃଶଂସ ହତ୍ୟାକାଣ୍ଡ; ବଡ଼ବାପାଙ୍କ ଅନ୍ତ୍ୟେଷ୍ଟିକୁ ଯାଇଥିବାବେଳେ ମଝିଆ ଭଉଣୀକୁ ଛୁରୀଭୁସି ହତ୍ୟା କଲେ ସାନଭାଇ ଓ ବଡ଼ଭଉଣୀ।* *ଏବେ ଦେଖନ୍ତୁ ଏବଂ ସେୟାର କରନ୍ତୁ l*

😢 1
Online Sambalpur News
Online Sambalpur News
5/17/2025, 12:17:34 PM

https://onlinesambalpur.com/public-toilets-in-disarray-overwhelming-stench-smc-shifts-all-responsibility-to-contractor *ସମ୍ବଲପୁର: ସମ୍ବଲପୁରରେ ସାର୍ବଜନୀନ ଶୌଚାଳୟର ଅବ୍ୟବସ୍ଥା; ଦୁର୍ଗନ୍ଧରେ ଫାଟିପଡୁଛି ଶୌଚାଳୟ, ଠିକାଦାର ଉପରେ ସବୁ ଛାଡି ଦେଇଛି ଏସଏମସି l* *ଏବେ ଦେଖନ୍ତୁ ଏବଂ ସେୟାର କରନ୍ତୁ l*

😢 1
Online Sambalpur News
Online Sambalpur News
5/15/2025, 11:58:32 AM

https://onlinesambalpur.com/contractor-flees-leaving-work-half-finished-road-repair-remains-incomplete-despite-repeated-demands-public-dissatisfied *ସମ୍ବଲପୁର: ଅଧପନ୍ତରିଆ କାମ ଛାଡ଼ି ଠିକାଦାର ଫେରାର୍; ଅନେକ ଥର ଦାବି ସତ୍ତ୍ବେ ରାସ୍ତା ମରାମତି ଅଧୁରା, ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ l* *ଏବେ ଦେଖନ୍ତୁ ଏବଂ ସେୟାର କରନ୍ତୁ l*

Online Sambalpur News
Online Sambalpur News
5/15/2025, 6:38:25 AM

https://onlinesambalpur.com/bhavya-bharat-gives-new-identity-to-sambalpuri-dance-kendriya-vidyalaya-student-receives-national-child-artist-scholarship *ସମ୍ବଲପୁର: ସମ୍ବଲପୁରୀ ନୃତ୍ୟକୁ ନୂଆ ପରିଚୟ ଦେଲେ ଭବ୍ୟା ଭାରତ; କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀଙ୍କୁ ମିଳିଲା ଜାତୀୟ ଶିଶୁ କଳାକାର ବୃତ୍ତି l* *ଏବେ ଦେଖନ୍ତୁ ଏବଂ ସେୟାର କରନ୍ତୁ l*

Link copied to clipboard!