
THE ଓଡିଶା NEWS(OFFICIAL)
January 18, 2025 at 09:27 AM
*ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲା*
*ଅଭିଯୁକ୍ତ_ସଞ୍ଜୟ_ରୟ_ଦୋଷୀ_ସାବ୍ୟସ୍ତ*
-ଦୋଷୀ ସାବ୍ୟସ୍ତ କଲେ ପଶ୍ଚିମବଙ୍ଗ ସିଆଲଦା କୋର୍ଟ
-RG କର ହସ୍ପିଟାଲରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା ସଞ୍ଜୟ
-୯ ଅଗଷ୍ଟ ୨୦୨୪ରେ ମିଳିଥିଲା ମୃତଦେହ
-ସୋମବାର ଦଣ୍ଡ ଶୁଣାଇବେ କୋର୍ଟ
👍
14