
THE ଓଡିଶା NEWS(OFFICIAL)
January 20, 2025 at 02:15 AM
*ପୂରଣ_ହେବ_୨_ହଜାର_ଟ୍ରାଫିକ_ପୋଲିସ_ପଦବୀ*
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦେଶ
୨୦ଟି ନୂଆ ସାଇବର ଥାନା ଖୋଲିବାକୁ ବି ନିର୍ଦେଶ
ରାତିରେ ପାଟ୍ରୋଲିଂ ଓ ଚେକିଂ କଡ଼ାକଡ଼ି ପାଇଁ ନିର୍ଦେଶ
ଲୋକସେବା ଭବନରେ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ନିର୍ଦେଶ
👍
😂
🙏
6