
THE ଓଡିଶା NEWS(OFFICIAL)
January 21, 2025 at 07:54 AM
*ରାଜ୍ୟରେ_ଜାତୀୟ_ଶିକ୍ଷାନୀତି_ଲାଗୁ_ପାଇଁ_ପ୍ରସ୍ତୁତି*
୩ ଦିନିଆ ଜାତୀୟ NEP କର୍ମଶାଳାରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ
‘ଲାଗୁ ହେବ NEP, ଫୋକସରେ ୩-୮ ବର୍ଷର ପିଲା’
‘ମୌଳିକ ସାକ୍ଷରତା ଉପରେ ଅଧିକ ଗୁରୁତ୍ବାରୋପ’
‘ଶିକ୍ଷା ପାଇଁ ୩୫ ହଜାର ୫୩୬ କୋଟି ଟଙ୍କାର ବ୍ୟବସ୍ଥା’
👍
😂
3