THE ଓଡିଶା NEWS(OFFICIAL)
THE ଓଡିଶା NEWS(OFFICIAL)
January 21, 2025 at 07:54 AM
*ଭୁବନେଶ୍ବର_ହଂସପାଳ_ଓଭରବ୍ରିଜ_ଉଦଘାଟିତ* ଉଦଘାଟନ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ ‘ମାର୍ଚ୍ଚରେ ଉଦଘାଟିତ ହେବ ପଳାଶୁଣୀ ଫୁଟ୍‌ ଓଭରବ୍ରିଜ’ ‘ଖୁବ୍‌ଶୀଘ୍ର ହେବ କ୍ୟାପିଟାଲ ରିଜିଅନ ରିଙ୍ଗରୋଡ୍’ ରିଙ୍ଗରୋଡ୍ ପାଇଁ ଖର୍ଚ୍ଚହେବ ୬୫୦୦ କୋଟି: ଅପରାଜିତା ‘ଫୁଲନଖରା ଫୁଟ୍‌ ଓଭରବ୍ରିଜ କାମ ଖୁବ୍‌ଶୀଘ୍ର ଆରମ୍ଭ ହେବ’
👍 4

Comments