THE ଓଡିଶା NEWS(OFFICIAL)
THE ଓଡିଶା NEWS(OFFICIAL)
January 23, 2025 at 01:42 AM
*ଆଜି_ନେତାଜୀ_ସୁବାଷ_ଚନ୍ଦ୍ର_ବୋଷ_ଜୟନ୍ତୀ* ପରାକ୍ରମ ଦିବସ ଭାବେ ପାଳନ ହେଉଛି ନେତାଜୀ ଜୟନ୍ତୀ କଟକରେ ଲୋକାର୍ପିତ ହେବ ନେତାଜୀ ବ୍ୟାଖ୍ୟାନ କେନ୍ଦ୍ର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାୟତ୍ତ ଶାସନ ଦିବସରୁ ଉଦଘାଟନ ହୋଇଥିଲେ ବି ବନ୍ଦ ଥିଲା ୩୧ ତାରିଖ ଯାଏ ନେତାଜୀ ସ୍ମାରକୀକୁ ନିଶୁଳ୍କ ପ୍ରବେଶ
🙏 ❤️ 👍 23

Comments