THE ଓଡିଶା NEWS(OFFICIAL)
THE ଓଡିଶା NEWS(OFFICIAL)
January 26, 2025 at 01:32 AM
*ମରଣୋତ୍ତର_ପଦ୍ମଭୂଷଣ* ମରଣୋତ୍ତର ଭାବେ ୪ ଜଣଙ୍କୁ ପଦ୍ମଭୂଷଣ ପୁରସ୍କାର ସାହିତ୍ୟ ଓ ଶିକ୍ଷାରେ ବିବେକ ଦେବରାୟଙ୍କୁ ପଦ୍ମଭୂଷଣ ସ୍ବର୍ଗତଃ ମନୋହର ଯୋଶୀ ଓ ସୁଶୀଲ ମୋଦିଙ୍କୁ ପଦ୍ମଭୂଷଣ କଳା କ୍ଷେତ୍ରରେ ଗାୟକ ପଙ୍କଜ ଉଧାସଙ୍କୁ ପଦ୍ମଭୂଷଣ *ଓଡ଼ିଶାର_୪_ଜଣଙ୍କୁ_ପଦ୍ମଶ୍ରୀ* ଓଡ଼ିଶାର ୪ ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ମେଡିସିନ୍‌ରେ ଅଶୋକ ମହାପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନ କଳାରେ ଅଦ୍ବୈତ ଚରଣ ଗଡ଼ନାୟକଙ୍କୁ ପଦ୍ମଶ୍ରୀ କଳାରେ ଦୁର୍ଗାଚରଣ ରଣବୀରଙ୍କୁ ପଦ୍ମଶ୍ରୀ ସାହିତ୍ୟରେ ପ୍ରତିଭା ଶତପଥୀଙ୍କୁ ପଦ୍ମଶ୍ରୀ
❤️ 👍 11

Comments