THE ଓଡିଶା NEWS(OFFICIAL)
THE ଓଡିଶା NEWS(OFFICIAL)
January 26, 2025 at 01:33 AM
*ଡ୍ରୋନ୍‌_ଆକ୍ରମଣରେ_୩୦_ମୃତ* ସୁଦାନର ଏଲ୍‌-ଫଶରର କିଛି ହସ୍ପିଟାଲରେ ଡ୍ରୋନ୍‌ ଆକ୍ରମଣ ୩୦ ଜଣଙ୍କ ମୃତ୍ୟୁ, ବହୁ ଆହତ ହୋଇଥିବା ସୂଚନା ସୁଦାନର ଦରଫୁର ଅଞ୍ଚଳରେ ହୋଇଛି ଆକ୍ରମଣ
😢 ❤️ 3

Comments