THE ଓଡିଶା NEWS(OFFICIAL)
                                
                            
                            
                    
                                
                                
                                January 26, 2025 at 01:34 AM
                               
                            
                        
                            *୩ଟି_ଶାବକଙ୍କୁ_ଜନ୍ମଦେଲା_ରେୱା*
ନନ୍ଦନକାନନରେ ୩ଟି ଶାବକଙ୍କୁ ଜନ୍ମଦେଲା ସିଂହୀ ରେୱା
ପ୍ରଥମ ଶାବକର ମୃତ୍ୟୁ, ଅନ୍ୟ ୨ଟି ଶାବକ ICUରେ ଭର୍ତ୍ତି
୨ ଜୀବିତ ଶାବକଙ୍କ ମଧ୍ୟରୁ ଗୋଟିଏ ମାଈ, ଅନ୍ୟଟି ଅଣ୍ଡିରା
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହ ସଂଖ୍ୟା ୨୪କୁ ବୃଦ୍ଧି
                        
                    
                    
                    
                    
                    
                                    
                                        
                                            👍
                                        
                                    
                                        
                                            ❤️
                                        
                                    
                                        
                                            😂
                                        
                                    
                                        
                                            🙏
                                        
                                    
                                        
                                            😢
                                        
                                    
                                    
                                        10