THE ଓଡିଶା NEWS(OFFICIAL)
THE ଓଡିଶା NEWS(OFFICIAL)
January 26, 2025 at 01:34 AM
*ମୋ_ବସ୍‌_ଦୁର୍ଘଟଣା_୧୫_ଆହତ* ପୁରୀ ଚନ୍ଦନପୁରରେ ମୋ ବସ୍‌ ଦୁର୍ଘଟଣା, ୧୫ରୁ ଅଧିକ ଆହତ ସାକ୍ଷୀଗୋପାଳ ମେଡିକାଲରେ ବଢୁଛି ଆହତଙ୍କ ସଂଖ୍ୟା ଆମ୍ବୁଲାନ୍ସ ଅଭାବରୁ ଅବସ୍ଥା ଗୁରୁତର ହେଉଥିବା ଅଭିଯୋଗ
😢 😂 😮 12

Comments