THE ଓଡିଶା NEWS(OFFICIAL)
THE ଓଡିଶା NEWS(OFFICIAL)
January 31, 2025 at 02:52 AM
*ଆଜିଠାରୁ ସଂସଦର ବଜେଟ ଅଧିବେଶନ* ପ୍ରଥମ ଦିନରେ ରାଷ୍ଟ୍ରପତି କରିବେ ଉଦବୋଧନ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଆସିବ ଆର୍ଥିକ ସର୍ଭେ ରିପୋର୍ଟ ଆସନ୍ତାକାଲି ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆସିବ ସାଧାରଣ ବଜେଟ ଏପ୍ରିଲ ୪ ଯାଏଁ ଚାଲିବ ବଜେଟ ଅଧିବେଶନ
👍 1

Comments