
THE ଓଡିଶା NEWS(OFFICIAL)
February 4, 2025 at 10:48 AM
*କଟକ_SCBରେ_ହେବ_ଟ୍ରମା_ସେଣ୍ଟର୍*
୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର୍ ପ୍ରତିଷ୍ଠା ହେବ
ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାରେ ହେବ ପ୍ରତିଷ୍ଠା
କେନ୍ଦ୍ର ସରକାରଙ୍କ ଅନୁମତି ପରେ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
👍
2