CSC Bhubaneswar Official
January 22, 2025 at 05:19 PM
ଆଜି ଭୁବେନେଶ୍ୱର୍ ର ହୋଟେଲ The Saaj re Symphony ଏବଂ CSC DVLE meeting ହୋଇଥିଲା,ଯେଉଁଥିରେ 45+ ରୁ ଅଧିକ DVLE ଅଂଶ ଗ୍ରହଣ କରିଥିଲେ। ଚଳିତ ବର୍ଷ କେମିତି Cooler ବିକିବା ସହିତ ମାସକୁ 1 ଲକ୍ଷ ରୋଜଗାର କରିବାର ସୁଯୋଗ କେମିତି ହୋଇପାରିବ ସେ ବିଷୟରେ ଚର୍ଚ୍ଚା ହୋଇଥିଲା।
👍 6

Comments