📖 ମୋ ଓଡିଶା ଖବର 🎥
January 28, 2025 at 04:17 AM
*ଖବର ଆଜିର, ୨୮ ଜାନୁଆରୀ, ମଙ୍ଗଳବାର* ======================= ରାଜ୍ୟରେ ଘନକୁହୁଡ଼ି ପାଗ ଲାଗିରହିଛି। ଶ୍ରୀମନ୍ଦିର ବି କୁହୁଡି ଆଚ୍ଛାଦିତ। ସତର୍କ ଜିଲ୍ଲା ଗୁଡ଼ିକ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ସୁନ୍ଦରଗଡ, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କନ୍ଧମାଳ ଓ କଳାହାଣ୍ଡି ଉତ୍କର୍ଷ ଓଡିଶା- ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫ ଆଜିଠାରୁ ଆରମ୍ଭ ୨ଲକ୍ଷ ୧୫ ହଜାର ନିଯୁକ୍ତି ସୃଷ୍ଟି ହେବ ବୋଲି ଦାବୀ ରାସନ କାର୍ଡ ର ଇକେୱାଇସି ଅପଡେଟ ୮୮% ଶେଷ, ମାସ ଶେଷ ହେଉଛି ଶେଷ ଦିନ ମାର୍ଚ୍ଚ ୮ରେ ‘ସୁଭଦ୍ରା’ ମାଗଣା ଟଙ୍କା ବଣ୍ଟନ ର ଦ୍ବିତୀୟ କିସ୍ତି। ‘ଗାଁ ବିକାଶ ପାଇଁ ବର୍ଷକୁ ଖର୍ଚ୍ଚ ହେବ ହଜାରେ କୋଟି’ ଆଜି ପୁଣି ଆସିବେ ମୋଦୀ, ରାସ୍ତା କଟକଣା ୧୦.୨୫ ରୁ ୧୧.୧୦ ଏୟାରପୋର୍ଟ ଛକ- ରାଜଭବନ ଛକ- ଜୟଦେବ ବିହାର -ନାଲକୋ ଛକ ଗାଡି ମନା। ରେଭେନ୍ସା ବାଳିକା ଉଚ୍ଚବିଦ୍ୟାଳୟର ବିକାଶ ପାଇଁ ୮୬.୯୧ କୋଟି ଟଙ୍କା ମଞ୍ଜୁର। ସ୍ୱାଧୀନ ଭାରତରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ରେକର୍ଡ, ସାତ ମାସରେ ୫ଥର ଓଡ଼ିଶା ଆସିଲେଣି ମୋଦୀ ଏବର୍ଷର ସିଭି ରମଣ ପୁରସ୍କାର ପାଇବେ ବାଳକୃଷ୍ଣ କୁଅଁର, ସୁନ୍ଦର ନାରାୟଣ ପାତ୍ର, ସୁସମୀ ବଧୂଲିକ ଓ ଜିତ୍ କୁମାର ଜେନା ଅବସରପ୍ରାପ୍ତ ଆଇଏଏସ ମଧୁସୂଦନ ପାଢ଼ୀ ହେଲେ ରାଜ୍ୟ ନିର୍ବାଚନ କମିଶନର। ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା, ତୁଲାଇବେ ଚାଣକ୍ୟ ଦାୟିତ୍ୱ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ହେଲେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ପୁଣିଥରେ ଆରମ୍ଭ ହେଲା କୋରାପୁଟରୁ ପ୍ରୟାଗରାଜକୁ ଗଢ଼ିଲା ସରକାରୀ ବସ୍ ରାୟଗଡା ମଝିଘରିଆଣୀ ମନ୍ଦିର ହୁଣ୍ଡିରୁ ବାହାରିଲା ୯୪ ଲକ୍ଷ ଟଙ୍କା ସହ ୯୩ ଗ୍ରାମ ସୁନା। ମଝି ଚିଲିକାରେ ଦୁଇ ପର୍ଯ୍ୟଟକ ଡଙ୍ଗା ମଧ୍ୟରେ ଧକ୍କା, ଦୁଇଜଣ ଗୁରୁତର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୮ ବର୍ଷ ବୟସ୍କା ସିଂହୀ ରେୱାର ମୃତ୍ୟୁ ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କଲେ ମାଓବାଦୀ ସମ୍ବଲପୁର ମଣପୁରମ୍‌ ଫାଇନାନ୍ସ ରୁ ଡକାୟତି ଘଟଣାର ମାଷ୍ଟରମାଇଣ୍ଡ ପଲ୍ଲୁ ସିଂହକୁ ରିମାଣ୍ଡରେ ଆଣିବ ପୁଲିସ ବାଲେଶ୍ଵରରେ କଳସ ଶୋଭାଯାତ୍ରାକୁ ଯିବାବେଳେ ଓଲଟିଲା ଭ୍ୟାନ୍, ୧୦ରୁ ଉର୍ଦ୍ଧ୍ୱ ଗୁରୁତର। ମାଲକାନଗିରି ରେ ପତ୍ନୀ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ ଦେଲେ କୋର୍ଟ ପାରାଦୀପରେ ମଦ୍ୟପ ଡ୍ରାଇଭରର ସମୁଦ୍ର କୂଳ ଦୋକାନ ଉପରେ ଗାଡ଼ି ଚଢାଇ ଦେବାରୁ ୬ ଆହତ। ଅନୁଗୁଳ ପୋକତୁଙ୍ଗା ଗାଁରେ ଜନ୍ତୁ ଶିକାର ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାର, ସଂସ୍ପର୍ଶରେ ଆସି ଦମ୍ପତି ମୃତ ଦିଲ୍ଲୀ ନୋଏଡ଼ା ଜଗନ୍ନାଥ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି ସ୍ମୃତି ମନ୍ଧାନା ମହିଳା ଦିନିକିଆ କ୍ରିକେଟର ଅଫ୍ ଦି ଇୟର, ବୁମ୍‌ରା ୨୦୨୪ର ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ଆୟୁଷ୍ମାନ ଭାରତ ସେବା ଦେବେନାହିଁ ହରିୟାଣାର ୬୦୦ ଘରୋଇ ଡାକ୍ତରଖାନା। ରାଜକୋଟରେ ତୃତୀୟ T20 କ୍ରିକେଟ ଆଜି, ଶୃଙ୍ଖଳା ବିଜୟ ଲକ୍ଷ୍ୟ ରେ ଭାରତ। ପ୍ରୟାଗରାଜରେ ବୁଡ ପକାଇଲେ ଗୃହମନ୍ତ୍ରୀ ଅମିତ୍‌ ଶାହ। ଗଙ୍ଗାରେ ବୁଡ଼ ପକାଇଲେ ଦାରିଦ୍ର୍ୟ ହଟିବନି, ଖଡଗେଙ୍କ କଟାକ୍ଷ ମିଲ୍କ୍ ମନ୍ତ୍ରକୁ ଅଧିଗ୍ରହଣ କଲା ହଟ୍‌ସନ୍ ଆଗ୍ରୋ ପ୍ରଡକ୍ଟ ଲିମିଟେଡ ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ଲାଗୁ ହେଲା ସମାନ ନାଗରିକ ସଂହିତା‌। ଦିଲ୍ଲୀ ବୁରାଡୀରେ ଭୂଶୁଡିଲା ୪ ମହଲାକୋଠା, ଅନେକ ଲୋକ ଦବି ରହିଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି। ସୁନା ୮୦୪୩୦ ଟଙ୍କା ପ୍ରତି ୧୦ ଗ୍ରାମରୁ ଶସ୍ତା ହୋଇ ୮୦୦୪୮ ଟଙ୍କା। ରୂପା ଦାମ୍ ହ୍ରାସ ପାଇ କିଲୋ ପ୍ରତି ୮୯୮୫୬ ଟଙ୍କା ଦକ୍ଷିଣ ନାଇଜେରିଆରେ ୧୭ଟି ଗାଡ଼ିକୁ ଧକ୍କା ଦେଲା ଟ୍ୟାଙ୍କର, ଜଳିଗଲେ ୧୮ ଜଣ ବେଆଇନ ବାଂଲାଦେଶୀଙ୍କୁ ଭାରତକୁ ଆସିବାକୁ ଦିଅ, କହିଲେ ସାମ ପିତ୍ରୋଡା ଆମେରିକାରେ ବେଆଇନ ଭାବେ ରହୁଥିବା ଭାରତୀୟଙ୍କୁ ଖୋଜୁଛି ପୁଲିସ, ଗୁରୁଦ୍ବାରାରେ ତଲାସ ======================= ଆଜି ଜନ୍ମଦିନ: ଲାଲା ଲଜପତ ରାୟ, ପଣ୍ଡିତ ଜସରାଜ, ଆଜି ତିରୋଧାନ: ଓପି ନାୟାର ଇତିହାସରେ ଆଜି: (୧୮୧୯) ସିଙ୍ଗାପୁର ଭୂଖଣ୍ଡ ଆବିଷ୍କୃତ/ (୧୮୩୫) କଲିକତା ମେଡ଼ିକାଲ କଲେଜ ଆରମ୍ଭ/ (୧୯୪୬) ଆଳିୱାଲ ଯୁଦ୍ଧରେ ବ୍ରିଟିଶ ଠାରୁ ରାଜା ରଣଜୋଦ୍ଧ ସିଂ ପରାସ୍ତ/ (୧୯୩୫) ଗର୍ଭପାତକୁ ପ୍ରଥମେ ଆଇନସମ୍ମତ କଲା ଆଇସଲାଣ୍ଡ/ (୧୯୬୧) ବାଙ୍ଗାଲୋରରେ ଏଚଏମଟି ଘଣ୍ଟାର ପ୍ରଥମ କାରଖାନା ସ୍ଥାପିତ/ (୧୯୯୮) ରାଜୀବ ଗାନ୍ଧୀ ହତ୍ୟାକାଣ୍ଡରେ ୨୬ ଜଣଙ୍କୁ ମୃତ୍ୟୁ ଡଣ୍ଡାଦେଶ ======================= *ବନ୍ଦେ ଉତ୍କଳ ଜନନୀ*
👍 🙏 😢 8

Comments