
THE ଓଡିଶା NEWS(OFFICIAL)
February 27, 2025 at 03:26 AM
*ଲିଙ୍ଗରାଜ ମନ୍ଦିର ଜାଗର ଯାତ୍ରା ସମୟରେ ମହାଦୀପ ଧରି ମନ୍ଦିର ଉପରକୁ ଉଠୁଥିବା ସେବାୟତ ଯୋଗେନ୍ଦ୍ର ସମର୍ଥା ଖସିପଡ଼ି ଗୁରୁତର ଆହତ। ତାଙ୍କୁ ଆଂବୁଲାନ୍ସରେ ଡାକ୍ତରଖାନା ନେବା ବେଳର ଦୃଶ୍ଯ।*

🙏
😢
❤️
👍
19