📖 ମୋ ଓଡିଶା ଖବର 🎥
February 21, 2025 at 01:53 AM
*ଖବର ଆଜିର* ତାରିଖ:୨୧/୦୨/୨୫, ଶୁକ୍ରବାର ୧-ଆଜିଠୁ ମାଟ୍ରିକ ପରୀକ୍ଷା । କପି ରୋକିବାକୁ ବ୍ୟାପକ ପ୍ରସ୍ତୁତି, କଣ୍ଟ୍ରୋଲ ରୁମରୁ ରହିବ ନଜର।ରାଜ୍ୟର ୫ଲକ୍ଷ ୧୨ ଛାତ୍ରଛାତ୍ରୀ ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଦେବେ। ୨-ଚାପମୁକ୍ତ ହୋଇ ଛାତ୍ରଛାତ୍ରୀ ପରୀକ୍ଷା ଦିଅନ୍ତୁ:ଓଷ୍ଟା ୩-ଭୁବନେଶ୍ୱର:ତାତି କମାଇଲା ହାଲୁକା ବର୍ଷା,୨ ଜିଲ୍ଲାକୁ ବର୍ଷା ଓ ବିଜୁଳି ସତର୍କତା। ୪-ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ, ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକରେ ହେଲା ନିଷ୍ପତ୍ତି। ୫-ଭୁବନେଶ୍ୱର:କିଟରେ ସ୍ଵାଭାବିକ ହୋଇଛି ପରିସ୍ଥିତି, ଛାତ୍ରଛାତ୍ରୀଙ୍କୁ ଫେରିବାକୁ ବାର୍ତ୍ତା ଦେଲେ ନେପାଳ ରାଷ୍ଟ୍ରଦୂତ। ୬-ପାଠାଗାରରୁ ବହି ନେଇପାରିବେ ଯାତ୍ରୀ: ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରଥମ। ୭-ସମ୍ବଲପୁର ଛାତ୍ରୀ ଆକ୍ରମଣ ଘଟଣାରେ ଅଭିଯୁକ୍ତ ରାଜେଶ ଦାସ ଗିରଫ। ୮-ଥମୁନି ଲିଙ୍ଗରାଜ ନିଯୋଗ ବିବାଦ । ସେବାରେ ନିୟୋଜିତ ବ୍ରାହ୍ମଣ ନିଯୋଗ ଦୁଇ ଫାଳ, ଏମିତି ସ୍ଥିତିରେ ପ୍ରଭୁ ଲିଙ୍ଗରାଜଙ୍କର ଜାଗର ନୀତିକାନ୍ତିକୁ ନେଇ ଆଶଙ୍କା। ୯-ଭୁବନେଶ୍ୱର:ଅତିରଞ୍ଜିତରୁ ଅସନ୍ତୋଷ, କିଟ୍ ଘଟଣାକୁ ଅଧିକ କରି ପ୍ରସାରଣ କରାଯାଉଥିବାରୁ ବୁଦ୍ଧିଜୀବୀ ଓ ଶିକ୍ଷାବିତ୍‍ ମାନଙ୍କର ଘୋର ନିନ୍ଦା। ୧୦-ନୀଳଗିରି ଥାନା ଅଧୀନ ବାଘମରା ଗାଁ: ମା'ର ପରକୀୟା ପ୍ରୀତି ହେଲା କାଳ, କାଠ ଫାଳିଆରେ ପିଟି ପିଟି ମା’କୁ ମାରିଲା ସାନ ପୁଅ। ୧୧-ଢେଙ୍କାନାଳ,ଗୁନେଇବିଲି ଗ୍ରାମ:ବନ୍ଦ କୋଠରୀରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ। ୧୨-ମାହାଙ୍ଗା:ଧାରଣାସ୍ଥଳରେ ଦୁଇ ବିରୋଧୀ ମୁହାଁମୁହିଁ, SDPO ଆହତ, ପୋଲିସର ଲାଠିଚାର୍ଜ। ୧୩-ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ଦାବି: ଜିରୋ ଆୟକର ଦେଉଥିବା ଲୋକଙ୍କ, କାଟନି ରାସନ୍ କାର୍ଡ! ୧୪-ଫଗୁଣରେ ଅଦିନିଆ ବର୍ଷା ପୁଣି ଚାଷୀକୁ ଦୁଃଖ ଦେଇଛି । ବର୍ଷା ଯୋଗୁଁ ମଣ୍ଡିରେ ଓଦା ହେଲା କୁଇଣ୍ଟାଲ କୁଇଣ୍ଟାଲ ଧାନ। ୧୫-ଭୁବନେଶ୍ୱର: ଚଳିତ ବର୍ଷ ୮୧୨ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ମରାମତି ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ୧୬-ରେଭେନ୍ସା ବାଳିକା ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ଘଟଣା: କ୍ରାଇମବ୍ରାଞ୍ଚ୍‌ ତଦନ୍ତ ଦାବି କଲେ ପରିବାର ଲୋକ। ୧୭-କଟକ ଏସସିବି ଶିଶୁ ଅଦଳବଦଳ ଅଭିଯୋଗ, ଶିଶୁ ରୋଗ ବିଭାଗ ମୁଖ୍ୟଙ୍କୁ ରିପୋର୍ଟ ମାଗିଲେ ଅଧ୍ୟକ୍ଷ। ୧୮-ମଧ୍ୟପ୍ରଦେଶରେ ଟ୍ୟାକ୍ସ ଫ୍ରି ହେଲା ସିନେମା ‘ଛାୱା’ । ଶସ୍ତା ହେବ ସିନେମା ଟିକେଟ୍। ୧୯-ମଣିପୁର ବାସୀଙ୍କୁ ରାଜ୍ୟପାଳଙ୍କ ଚରମବାଣୀ:୭ ଦିନରେ ଲୁଟ୍ ଅସ୍ତ୍ରଶସ୍ତ୍ର ଫେରାଅ। ୨୦-ସୋନିଆ ଗାନ୍ଧୀ ଅସୁସ୍ଥ, ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି। ୨୧-ଚମ୍ପିୟାନସ ଟ୍ରଫି:ଗିଲଙ୍କ ଶତକ, ବାଂଲାଦେଶକୁ ହରାଇଲା ଭାରତ। ୨୨-ଆନ୍ତର୍ଜାତିକ ଦିନିକିଆରେ ୨୦୦ ଓ୍ବିକେଟ୍:ସାମି ଦ୍ରୁତତମ ବୋଲର। ସକାଳୁ ସକାଳୁ ସିଧାସଳଖ ତାଜା ଖବର ସୂଚନା ପାଇଁ ଫଲୋ କରନ୍ତୁ https://whatsapp.com/channel/0029VaH5Df3A89MlWoJzkC30 𝗧𝗲𝗹𝗶𝗴𝗿𝗮𝗺 𝗴𝗿𝗼𝘂𝗽 𝗟𝗶𝗻𝗸 𝗝𝗼𝗶𝗻 𝗡𝗼𝘄 https://t.me/daily_newsepaperpdf *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
👍 🙏 ❤️ 11

Comments