📖 ମୋ ଓଡିଶା ଖବର 🎥
February 22, 2025 at 01:15 AM
*ଖବର ଆଜିର* ତାରିଖ:୨୨/୦୨/୨୫, ଶନିବାର ୧-ଭୁବନେଶ୍ୱର:୨୪ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ। ୨-ଭୁବନେଶ୍ୱର:୮୦ଟି ନିୟୋଜନ କାର୍ଯ୍ୟାଳୟରେ,ପାଞ୍ଚବର୍ଷରେ ୧୧.୯୭ଲକ୍ଷ ପଞ୍ଜିକୃତ, ନିଯୁକ୍ତି ମିଳିଛି ୨୨୯୪ଜଣକୁ । ୩-ପାଲଲହଡ଼ା: ସୀମା ଟପିଲା ପାଶବିକତା,ଗଣ ବଳାତ୍କାର ପରେ ମହିଳାଙ୍କୁ ନିର୍ମମ ହତ୍ୟା! ୪-ଖଲିକୋଟ:ପ୍ରଥରା ପଞ୍ଚାୟତରେ ବ୍ଯାପିଲା କାମଳ ରୋଗ,୧୫ ପିଲାଙ୍କ ରକ୍ତ ନମୁନା ପରୀକ୍ଷା ଆରମ୍ଭ। ୫-ଜଳେଶ୍ଵର:ଖଣିଠୁ ବଳିଛି ବାଲିଚୋରି,୯୦ରୁ ଉର୍ଦ୍ଧ୍ବ ବାଲି ବୋଝେଇ ଗାଡ଼ି,୩୮ ଜବତ। ୬-ରାଜ୍ଯ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟି ନିକଟରେ ନିଜ ପକ୍ଷ ରଖିଲେ କିଟ୍ ଓ କିସ୍ ପ୍ରତିଷ୍ଠାତା, କିଟ୍ ରେଜିଷ୍ଟ୍ରାର ଓ ଭିସି ୭-ଆଜିଠୁ ଜନତା ମଇଦାନରେ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା,ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ। ୮-ମହାପ୍ରଭୁଙ୍କୁ ଲାଗି ହେଲା ଜୈବିକ ଚାଉଳରେ ପ୍ରସ୍ତୁତ ‘ଅମୃତ ଅନ୍ନ’, ସେବନ କଲେ ସେବକ ଓ ଅଧିକାରୀ। ୯-କିଟ୍ ବିଶ୍ବବିଦ୍ୟାଳୟରେ ଡ୍ୟାମ୍ ସୁରକ୍ଷା ଓ ପରିଚାଳନା ଉପରେ ଅନ୍ତର୍ଜାତୀୟ କର୍ମଶାଳା ଉଦଘାଟିତ। ୧୦-ରାଜ୍ୟ ବଜେଟକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା:ବସ୍ତାନୀ ଭାରି, ପାଠ ଘର ଶୂନ ୧୧-କାମାକ୍ଷାନଗର:ପରକୀୟା ସମ୍ପର୍କକୁ ନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରିଥିଲା କଳା ଶିକ୍ଷକ, ସୂଚନା ଦେଲେ ଏସପି। ୧୨-ଭୁୁବନେଶ୍ୱର: ବିଜେପି ଓ ବିଜେଡି ଭଳି ଆମ ପାଖରେ ପଇସା ନାହିଁ ।ଲୋକଙ୍କୁ ଭିକ ମାଗିବୁ, ଲୋକଙ୍କ ଟଙ୍କାରେ କଂଗ୍ରେସ ତିଆରି କରିବୁ: ପିସିସି ସଭାପତି ୧୩-ଝାରସୁଗୁଡା:ନବ ଦାସଙ୍କ ରୋଷେୟା ମାମଲାର ଫାଇଲ ଖୋଲିଲା, ଆରମ୍ଭ ହେଲା ଖୋଳତାଡ଼। ୧୪-ଉଦଳା:ଭୟଙ୍କର ସଡ଼କ ଦୁର୍ଘଟଣା, ବସ୍‌- ବୋଲେରୋ ମୁହାଁମୁହିଁ ଧକ୍କାରେ ୬ ଗୁରୁତର ଆହତ। ୧୫-ରାଜନଗର: ମାଟ୍ରିକ ପିଲାଙ୍କୁ ଆଣୁଥିବା ବୋଲେରୋ ଦୁର୍ଘଟଣାଗ୍ରସ୍ତ,ଜଣେ ସାଇକେଲ ଆରୋହୀ ମୃତ, ୧୧ ଆହତ। ୧୬-ଆଠଗଡ଼:ସ୍ତ୍ରୀ ଆଗରେ ପିଟି ପିଟି ସ୍ବାମୀକୁ ହତ୍ୟା ଘଟଣା, ୩ ଜଣକୁ ଗିରଫ କଲା ପୋଲିସ। ୧୭-ଟିଟିଲାଗଡ଼଼: କୋଇଲା ବୋଝେଇ ଟ୍ରେନ୍‌‌ର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା। ୧୮-ରଣଜୀ ଟ୍ରଫି ଫାଇନାଲରେ ପ୍ରଥମ ଥର ପାଇଁ କେରଳ ଟିମ୍ । ୭୪ ବର୍ଷ ପରେ ଇତିହାସ ରଚିଲା ଦଳ। ୧୯-ସୋସିଆଲ ମିଡିଆ ଏକ୍ସରୁ ହଟିବ ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା ସମ୍ବନ୍ଧିତ ୨୫୮ ଭିଡିଓ । ୩୬ଘଣ୍ଟାର ସମୟ ଦେଇ ନିର୍ଦ୍ଦେଶ ଦେଲା ରେଳମନ୍ତ୍ରାଳୟ । ୨୦-ଲାହୋର: ଚମ୍ପିୟାନ ଟ୍ରଫିରେ ଅଷ୍ଟ୍ରେଲିଆ -ଇଂଲଣ୍ଡ ବଡ଼ ମୁକାବିଲା ଆଜି। ୨୧-ବିଦେଶୀ ଫଣ୍ଡିଂ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ BBC ଇଣ୍ଡିଆ ଉପରେ ୩.୪୪ କୋଟି ଟଙ୍କା ଜରିମାନା ଲଗାଇଲା ଇଡି, ନିର୍ଦ୍ଦେଶକଙ୍କ ଉପରେ ବି ଆକ୍ସନ। ୨୨-ଆମେରିକା ରାଷ୍ଟ୍ରପତିଙ୍କ ବୟାନକୁ ନେଇ ଭାରତରେ ଚହଳ । ବାଇଡେନ ପ୍ରଶାସନ ଭାରତକୁ ୧୮୨କୋଟି ଲାଞ୍ଚ ଦେଇ ନିର୍ବାଚନକୁ ପ୍ରଭାବିତ କରାଯାଇଥିବା ଟ୍ରମ୍ପଙ୍କ ଅଭିଯୋଗ। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
🙏 ❤️ 👍 😂 8

Comments