📖 ମୋ ଓଡିଶା ଖବର 🎥
February 23, 2025 at 01:15 AM
*ଖବର ଆଜିର* ତାରିଖ:୨୩/୦୨/୨୫, ରବିବାର ୧-ଶକ୍ତିକାନ୍ତ ଦାସ ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଦାୟିତ୍ୱରେ ଏବେ ଦୁଇ ଓଡ଼ିଆ। ୨-୩ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୩୦୦ କୋଟି ଟଙ୍କାର ସୁଧ ଫେରସ୍ତ ହେବ- ମୁଖ୍ୟମନ୍ତ୍ରୀ ୩-ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ,ପୁଞ୍ଜି ନିବେଶ ଉପରେ ହେଲା ଆଲୋଚନା। ୪-ଭୁବନେଶ୍ୱର:ଶିକ୍ଷକ ମୂଲ ଲାଗିବା ପରେ ଚେତା ପଶିଲା, ଜିଲ୍ଲା ଶିକ୍ଷାଧିକାରୀଙ୍କ ଆକାଉଣ୍ଟକୁ ଗଲା ଶିକ୍ଷକଙ୍କ ଦରମା। ୫-ପରଲୋକରେ ବିଶିଷ୍ଠ ଓଡ଼ିଶୀ ନୃତ୍ୟଗୁରୁ ମାୟାଧର ରାଉତ; ଓଡିଶୀ ନୃତ୍ୟ ପ୍ରତି ବିଶେଷ ଅବଦାନ ପାଇଁ ପାଇଛନ୍ତି ପଦ୍ମଶ୍ରୀ ସହ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର। ୬-ରାଉରକେଲା ସେକ୍ଟର ୪ରେ ଫୁଟିଲା ଗୁଳି, ଦୁର୍ବୁତ୍ତଙ୍କ ଗୁଳିମାଡ଼ରେ ଯୁବକ ଗୁରୁତର ୭-ନୂଆପଡ଼ା:୭ ଲକ୍ଷ ୨୦ହଜାର ଟଙ୍କା ଆତ୍ମସାତ ଅଭିଯୋଗ, ସତ୍ୟବ୍ରତ ବରାଳ ଏବଂ ତାଙ୍କ ଭାଇ ଗିରଫ। ୮-ପାଳଲହଡା ଗଣବଳାତ୍କାର ଓ ହତ୍ୟା ଘଟଣା: ପୁଲିସର ତନାଘନା,୬ ଅଟକ। ୯-ଜଗତପୁର:ମୋ ବସରେ ଅଚାନକ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ୧୦-କେନ୍ଦୁଝର ଜିଲାର ବଡବିଲସ୍ଥିତ ଗ୍ରେୱାଲ ମିନେରାଲ ଆଣ୍ଡ ମେଟାଲ କମ୍ପାନୀର ଅଧିକାରୀଙ୍କୁ ଅପହରଣ ମାମଲାରେ ୭ ଗିରଫ, ୫୦ ଲକ୍ଷ ଟଙ୍କା ଉଦ୍ଧାର। ୧୧-କଂଗ୍ରେସ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ସମସ୍ତ ବିଧାୟକ ହେଲେ ସାମିଲ। ୧୨-ଭୁବନେଶ୍ୱର:୬ ଜିଲ୍ଲାକୁ ବର୍ଷା ବଜ୍ରପାତ ସତର୍କତା ସୂଚନା ଜାରି। ୧୩-ଚୌଦ୍ୱାର:ମୋ ବସରେ ଲାଗିଲା ନିଆଁ, ଭୟଭୀତ ହୋଇ ଝରକା ପଟେ ବାହାରିଲେ ଯାତ୍ରୀ। ୧୪-୭୩ ତମ ରାଜ୍ୟ ପୋଲିସ ଖେଳକୁଦ ପ୍ରତିଯୋଗିତା ଉଦଘାଟନ, ଅଂଶଗ୍ରହଣ କଲେ ମୋଟ୍ ୭୯୭ ଜଣ। ୧୫-ସୋର:ସେନା କର୍ମଚାରୀ ରାଜେଶ ଶିଅଳଙ୍କ ଘରୁ ଲୁଟ୍, ତାଲା ଭାଙ୍ଗି ନେଇ ଗଲେ ୧୦ ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର। ୧୬-ଶ୍ରୀଲିଙ୍ଗରାଜ ମନ୍ଦିରରେ ସୁରକ୍ଷା ଢିଲା, ପଶିଲେ ବିଦେଶୀ ପର୍ଯ୍ୟଟକ। ୧୭-ଖୋର୍ଦ୍ଧା,ପୀତାପଲ୍ଲୀ ଛକ:ଦ୍ରୁତ ଗତି ହେଲା କାଳ, ଟ୍ରକକୁ ପଛରୁ ପିଟିଲା କାର୍, ୨ ମୃତ; ଜଣେ ଗୁରୁତର। ୧୮-କିଟ୍ ବିଶ୍ବବିଦ୍ୟାଳୟର ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ଛାତ୍ର ସଂଗଠନ, ବିଶୃଙ୍ଖଳାକୁ ବଢ଼ାଇ ପିଲାଙ୍କ ଭବିଷ୍ୟତ ସହ ଖେଳା ନ ଯାଉ। ୧୯-ସରକାର ବଦଳୁଛି ବଦଳୁନି ଦାଦନ ଦୁଃଖ; ସାମ୍ନାକୁ ଆସିଲା ଦୟନୀୟ ଚିତ୍ର, ୨ବର୍ଷରେ ଗଲାଣି ୨ଶହ ଜୀବନ। ୨୦-ନାନୋମେଡିସିନର ସଦ୍ୟତମ ବିକାଶ ଉପରେ KIIT ରେ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଯାପିତ। ୨୧-ତେଲେଙ୍ଗାନାରେ ଭୁଷୁଡିଲା ନିର୍ମାଣଧୀନ ଟନେଲ; ଫଶି ରହିଛନ୍ତି ୭ ଜଣ ଶ୍ରମିକ, ରେସକ୍ୟୁ ଅପରେସନରେ ଲାଗିଛନ୍ତି ଉଦ୍ଧାରକାରୀ ଦଳ ୨୨-ଏମିତି ବି ହୁଏ ପାକିସ୍ତାନରେ...ଚାଲିଥିଲା ଅଷ୍ଟ୍ରେଲିଆ-ଇଂଲଣ୍ଡ ମ୍ୟାଚ, ବାଜିଲା ଭାରତର ଜାତୀୟ ସଙ୍ଗୀତ। ୨୩-ଚମ୍ପିୟାନ ଟ୍ରଫି:ଇଂଲିଶଙ୍କ ଶତକ ଆଗରେ ଇଂଲଣ୍ଡ ଧରାଶାୟୀ, ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସବୁଠୁ ବଡ଼ ଲକ୍ଷ୍ୟ ପିଛା କଲା ଅଷ୍ଟ୍ରେଲିଆ। ୨୪-ଦୁବାଇ: ଭାରତ -ପାକିସ୍ଥାନ ମହାମୁକାବିଲା ଆଜି, ପ୍ରସାରଣ ୨ଟା୩୦ରୁ ଷ୍ଟାର ସ୍ପୋର୍ଟସରେ। ୨୫-ଗାଜା ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ପାଲେଷ୍ଟାଇନ ସଂଗଠନ ହମାସ ୬ ଜଣ ଇସ୍ରାଏଲ ବନ୍ଧକଙ୍କ ମଧ୍ୟରୁ ୫ ଜଣଙ୍କୁ ମୁକ୍ତ କରିଛି। ସକାଳୁ ସକାଳୁ ସିଧାସଳଖ ତାଜା ଖବର ସୂଚନା ପାଇଁ ଫଲୋ କରନ୍ତୁ https://whatsapp.com/channel/0029VaH5Df3A89MlWoJzkC30 𝗧𝗲𝗹𝗶𝗴𝗿𝗮𝗺 𝗴𝗿𝗼𝘂𝗽 𝗟𝗶𝗻𝗸 𝗝𝗼𝗶𝗻 𝗡𝗼𝘄 https://t.me/daily_newsepaperpdf *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
🙏 👍 ❤️ 😂 😢 😮 14

Comments