BJP Odisha
BJP Odisha
February 7, 2025 at 02:46 PM
ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ @MohanMOdisha ଆସନ୍ତାକାଲି ଯାଜପୁର ଠାରେ ଉପସ୍ଥିତ ରହି ୧୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ "ସୁଭଦ୍ରା" ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି ଟଙ୍କା ପ୍ରଦାନ କରିବେ ।

Comments