Digital é Services
Digital é Services
March 1, 2025 at 05:51 AM
ନୂଆ ରାସନକାର୍ଡ ପାଇଁ ଆଜିଠୁ ଖୋଲିବ ପୋର୍ଟାଲ । ବାଦ୍ ପଡିଥିବା ହିତାଧିକାରୀ କରିପାରିବେ ଆବେଦନ । ଏବେ ସୁଦ୍ଧା କଟା ସରିଲାଣି ୪ ଲକ୍ଷ ମୃତ ବ୍ୟକ୍ତିଙ୍କ ରାସନ କାର୍ଡ । ଅଯୋଗ୍ୟଙ୍କୁ ବାଦ୍, ଯୋଗ୍ୟଙ୍କୁ ସ୍ଥାନ ମିଳିବ କହିଲେ ମନ୍ତ୍ରୀ

Comments