Kalki Avatar - The Official Channel
Kalki Avatar - The Official Channel
February 11, 2025 at 02:05 PM
महापुरुष श्री बलराम दास ने अपने मालिका ग्रंथ 'कलि आगत भबिष्यांत' में भक्तों को आगामी परिस्थितियों के बारे में सचेत करते हुए कहा कि आगे अत्यंत भीषण और अभूतपूर्व संग्राम छिड़ेगा जिसका सामना करने की शक्ति किसी में नहीं होगी। योगिनियां और चण्डी माताएं संहार करेंगी जिससे लोग अनजान रहेंगे। भयावह युद्ध और प्राकृतिक आपदाओं के कारण चारों दिशाओं से प्रचंड आवाजें सुनाई देंगी। लोग बड़ों, शिक्षकों की बातें नहीं मानेंगे एवं गुरुओं का तिरस्कार करेंगे। बहुत-सी स्त्रियां अपने पतियों को धोखा देंगी और दूसरे पुरुषों की ओर आकृष्ट होंगी। उक्त निंदनीय कृत्यों से वे अपने वंश सहित नष्ट हो जाएंगी। महापुरुष ने लिखा कि कलियुग में ऐसे ही अनेक व्यभिचार होंगे और वर्तमान में ऐसा स्पष्ट दिख भी रहा है। ମହାପୁରୁଷ ଶ୍ରୀ ବଳରାମ ଦାସ ତାଙ୍କ ମାଳିକା ପୁସ୍ତକ 'କଳି ଆଗତ ଭବିଷ୍ୟାନ୍ତ' ରେ ଭକ୍ତମାନଙ୍କୁ ନିକଟ ଭବିଷ୍ୟରେ ହେବାକୁ ଥିବା ରୀତିନୀତିକୁ ଚେତାଇ କହିଛନ୍ତି କି ବହୁ ସଂଗ୍ରାମ ହେବ କାହାର ମଧ୍ୟ ସାମନା କରିବାର କ୍ଷମତା ରହିବ ନାହିଁ। ଯୋଗିନୀ, ଚଣ୍ଡୀ ମାତାମାନେ ସଂହାର କରିବେ କେହି ଜାଣିପାରିବେ ନାହିଁ। ଅତ୍ୟଧିକ ଯୁଦ୍ଧ ଓ ଭୟଙ୍କର ପ୍ରାକୃତିକ ବିପଦମାନ ଯୋଗୁଁ ଚତୃଦିଗରୁ ଭୟାନକ ଉତ୍କଟ ଶବ୍ଦ ଶୁଭିବ। ବଡ ଲୋକ ବା ଗୁରୁ, ଗୁରୁଜନଙ୍କୁ ମାନିବେ ନାହିଁ କି ନିଜ ମାନମହତକୁ ମଧ୍ୟ ଭୁଲିଯିବେ। ନାରୀମାନେ ନିଜ ସ୍ବାମୀଙ୍କୁ ଦ୍ରୋହ କରି ପର ପୁରୁଷଙ୍କ ଠାରେ ମନ ଦେବେ ଯାହାକି ଅତୀବ ନିନ୍ଦନୀୟ ତେଣୁ ସେମାନଙ୍କ ବିନାଶ ହେବ ଏବଂ ତାଙ୍କ ବଂଶ ମଧ୍ୟ ରହିବ ନାହିଁ। ଏହିପରି କଳିଯୁଗ ଅନ୍ତରେ ଲୋକମାନଙ୍କର ବ୍ୟଭିଚାର ହୋଇବ ବୋଲି ମହାପୁରୁଷ କହିଛନ୍ତି ଯାହାକି ବର୍ତ୍ତମାନ ସମୟରେ ସଂପୂର୍ଣ୍ଣ ଦୃଶ୍ୟମାନ।
🙏 ❤️ 😮 20

Comments