Kalki Avatar - The Official Channel
February 13, 2025 at 01:34 PM
*ସବୁ ଭିଆଣ ଅଟଇ ମୋହର,*
*ବୁଝିଲେ ତ ଦୋଷ ନାହିଁ କାହାର।*
*ପାପ ନ କଲେ ଯୁଗ ନ ତୁଟିବ,*
*ବସି ବସି ମୋତେ ଚିଡ଼ା ଲାଗିବ।*
महापुरुष श्री अच्युतानंद दास ने अपने मालिका ग्रंथ 'चउषठि पटल' में भगवान श्रीकृष्ण और अर्जुन का संवाद उद्धृत किया है जिसमें श्रीकृष्ण ने अपने भक्त व सखा अर्जुन को समझाया कि इस संसार में जो कुछ भी होता है वह मेरी इच्छा से ही होता है। इसलिए यदि गहराई से सोचा जाए तो कैसी भी घटना में किसी का कोई दोष नहीं है। यदि संसार में पाप न हो, तो युग का अंत भी नहीं होगा। और यदि युग का अंत न हो, तो मैं भी नीलाचल में बैठा-बैठा परेशान हो जाऊं। इसलिए मैं ही युगान्त हेतु पापियों से पाप कराता और युग का अंत करता हूं। सब मेरी ही इच्छा से होता है।
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ତାଙ୍କ ମାଳିକା ପୁସ୍ତକ 'ଚଉଷଠି ପଟଳ' ରେ ଅତି ସୁନ୍ଦର ଭାବେ ଶ୍ରୀକୃଷ୍ଣ ଏବଂ ସଖା ଅର୍ଜୁନଙ୍କ କଥୋପକଥନକୁ ବର୍ଣ୍ଣନା କରିଅଛନ୍ତି। ମହାପ୍ରଭୁ ଶ୍ରୀକୃଷ୍ଣ ଦ୍ୱାପର ଯୁଗରେ ସଖା ଅର୍ଜୁନଙ୍କୁ ବୁଝାଉଛନ୍ତି ଯେ ଏ ସୃଷ୍ଟି ରେ ଯାହା କିଛି ଘଟୁଛି ସବୁ କିଛି ମୋରି ଇଚ୍ଛା ରେ ହିଁ ହେଉଛି। ଯଦି ଗଭୀର ଚିନ୍ତା କରାଯାଏ ତେବେ କାହାରି ବି କିଛି ଦୋଷ ନାହିଁ। ଯଦି ସଂସାର ରେ ପାପ ନ ହେବ ତେବେ ଯୁଗ ର ଶେଷ ହେବ ନାହିଁ। ଯଦି ଯୁଗର ଶେଷ ହେବ ନାହିଁ, ତେବେ ନୀଳାଚଳ ରେ ବସି ବସି ମୋତେ ବି ଚିଡ଼ା ଲାଗିବ। ତେଣୁ ମୁଁହିଁ ଯୁଗର ଅବସାନ ପାଇଁ ପାପି ମାନଙ୍କ ଦ୍ୱାରା ପାପ କରାଇ ଯୁଗକୁ ଶେଷ କରି ଥାଏ। ମୋରି ଇଚ୍ଛା ରେ ହିଁ ସବୁକିଛି ଘଟଣା ଘଟି ଥାଏ।
🙏
❤️
👍
25