V K Pandian Fan Club
V K Pandian Fan Club
February 4, 2025 at 01:58 PM
ଓଡିଶା ର ଅସ୍ମିତା କୁ ମାରିବା ପାଇଁ ସବୁ ପଟୁ ଚାଲ ହଉଛି, ବ୍ରହ୍ମପୁର railway ଷ୍ଟେସନ design ଏଇଟା, ବୋଧେ ଗୁଜରାଟ ରେ ବନିଛି ଏ design , ନ ହେଲେ ବ୍ରହ୍ମପୁର ରେ ଏମିତି କଣ ଅଧା dress ପିନ୍ଧା ନାରୀ ବୁଲନ୍ତି ? ସବୁ ଆଡେ ଚର୍ଚ୍ଚା ର ବିଷୟ ଏ design ଏବେ ପାଲଟିଛି I
👍 ❤️ 😂 😮 😱 10

Comments