
Kahuchitbw
February 5, 2025 at 07:20 AM
👉🏻 *LTR* (Leave Training Reserve) Preliminary (ପ୍ରିଲିମ) ପରୀକ୍ଷା *ମାର୍ଚ୍ଚ ତୃତୀୟ ସପ୍ତାହ* କିମ୍ବା *ଏପ୍ରିଲ ପ୍ରଥମ ସପ୍ତାହ* ରେ ହୋଇପାରେ |
👉🏻 OSSC ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି |
👉🏻 ଅଧିକ ସୂଚନା OSSC ର ୱେବ୍ସାଇଟ୍ ରେ ଉପଲବ୍ଧ ହେବ |