Kahuchitbw
Kahuchitbw
February 10, 2025 at 12:39 PM
TBW Students Premier League Season-2 is set to begin in May 2025. *ମେ ମାସରେ ଆରମ୍ଭ ହେବାକୁ ଯାଉଛି TBW Students Premier League ର ଦ୍ଵିତୀୟ ପର୍ଯ୍ୟାୟ !* * Live Auctions for the Players will be held in the 2nd Week of April 2025. * ଖେଳାଳିମାନଙ୍କ ଚୟନ ପାଇଁ ଲାଇଭ ଅକ୍ସନ / ବିଡିଂ ଏପ୍ରିଲ ମାସ ଦ୍ଵିତୀୟ ସପ୍ତାହରେ ହେବ ! *New Talent Hunt for Players: ନୂତନ ଖେଳାଳି ଚୟନ ପାଇଁ ଟାଲେଣ୍ଟ ହଣ୍ଟ :* * ଯେଉଁ ଖେଳାଳିମାନେ TBW ସ୍ଟୁଡେଣ୍ଟସ କ୍ରିକେଟ ଲିଗର ପୂର୍ବ ସଂସ୍କରଣରେ ଭାଗନେଇପାରି ନାହାନ୍ତି, ସେମାନଙ୍କ ପାଇଁ ଏହି ଟାଲେଣ୍ଟ ହଣ୍ଟ ଅନୁଷ୍ଠିତ ହେବ | * ଯେଉଁ ଖେଳାଳି ପୂର୍ବ ସଂସ୍କରଣରେ ଉପଯୁକ୍ତ ସୁଯୋଗ ପାଇନାହାନ୍ତି ବୋଲି ଅନୁଭବ କରନ୍ତି, ସେମାନେ ମଧ୍ୟ ଏହି ଟାଲେଣ୍ଟ ହଣ୍ଟରେ ଭାଗ ନେଇପାରିବେ |
❤️ 👍 4

Comments