
Kahuchitbw
February 18, 2025 at 04:32 AM
1. ଯେଉଁ ଛାତ୍ରଛାତ୍ରୀମାନେ TBW Students Cricket Leagueର କେବଳ *Season-1* ରେ ଭାଗ ନେଇଥିଲେ (ଯାହା ଗତ ଅକ୍ଟୋବର 2024ରେ ଅନୁଷ୍ଠିତ ହୋଇଥିଲା), ସେମାନେ ସେମାନଙ୍କ ଜିଲ୍ଲାର helpline ନମ୍ବରରେ ଯୋଗାଯୋଗ କରନ୍ତୁ
2. ନିଜ ଜିଲ୍ଲାର helpline ନମ୍ବର ଜାଣିବା ପାଇଁ କ୍ଲିକ କରନ୍ତୁ : 👉🏻 https://tbwodisha.com/pages/tbw-helpline-numbers
👍
1