ଗ୍ରାମୀଣ କୃଷି ମୌସମ ସେବା (GKMS), ଓ.ୟୁ.ଏ.ଟି, ଓଡ଼ିଶା
ଗ୍ରାମୀଣ କୃଷି ମୌସମ ସେବା (GKMS), ଓ.ୟୁ.ଏ.ଟି, ଓଡ଼ିଶା
February 11, 2025 at 12:22 PM
*ପାଣିପାଗ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱର ଦ୍ଵାରା ପ୍ରଦତ୍ତ ପୂର୍ବାନୁମାନ ଅନୁସାରେ ଓଡ଼ିଶାରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାତିର ସର୍ବନିମ୍ନ ତାପମାତ୍ରା ରେ ବିଶେଷ କିଛି ପରିବର୍ତ୍ତନ ନାହିଁ। ୧୩ ତାରିଖ ପରଠାରୁ ତିନି ଦିନ ପର୍ଯ୍ୟନ୍ତ ରାତିର ସର୍ବନିମ୍ନ ତାପମାତ୍ରା ୨ ରୁ ୪ ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା । ଅର୍ଥାତ୍ ରାତିରେ ଶୀତର ମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ।*

Comments