ଗ୍ରାମୀଣ କୃଷି ମୌସମ ସେବା (GKMS), ଓ.ୟୁ.ଏ.ଟି, ଓଡ଼ିଶା
ଗ୍ରାମୀଣ କୃଷି ମୌସମ ସେବା (GKMS), ଓ.ୟୁ.ଏ.ଟି, ଓଡ଼ିଶା
February 11, 2025 at 12:27 PM
*ଓଡ଼ିଶାରେ ବର୍ଷା ପୂର୍ବାନୁମାନ* *🍁ପାଣିପାଗ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱର ଦ୍ଵାରା ପ୍ରଦତ୍ତ ପୂର୍ବାନୁମାନ ଅନୁସାରେ ଓଡ଼ିଶାରେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି।* *🍁ତେଣୁ ଦୀର୍ଘ ଦିନ ଧରି ପାଗ ଶୁଖିଲା ରହି ଥିବାରୁ ଛିଡ଼ା ହୋଇଥିବା ଫସଲ ଯଥା ମୁଗ ବିରି, ଚଣା, ମକା, ଚିନାବାଦାମ, ପନିପରିବା ଆଦି ଫସଲରେ ଜଳସେଚନ ର ବ୍ୟବସ୍ଥା କରନ୍ତୁ*

Comments