
Team AOAJ (Ame Odia Ama Jagannath)
May 11, 2025 at 07:49 PM
ଆଜି ପବିତ୍ର ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ରଥଖଳା ଠାରେ ସାଲଗୁଜରେ ଶ୍ରୀନୃସିଂହ ଦେବଙ୍କ ରୂପ ଖୋଦେଇ ଅନୁକୂଳ କାର୍ଯ୍ୟ ପରମ୍ପରା ପ୍ରକାରେ ସମ୍ପନ୍ନ ହୋଇଥିଲା lଏଥିସହ ଚକ ନିର୍ମାଣ ପାଇଁ ତୁମ୍ବରେ ଅର ସଂଯୋଗ ଲାଗି ସିଙ୍ଗଡ଼ା ବାଡିଆ କାର୍ଯ୍ୟ ନିମନ୍ତେ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଯନ୍ତାଗାଡ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଅଛି l
❤️
🙏
4