Team AOAJ (Ame Odia Ama Jagannath)
Team AOAJ (Ame Odia Ama Jagannath)
May 19, 2025 at 09:07 AM
ଭଉଁରୀ ରେ ଚକା ଡେରା ନୀତି : ୨୦୨୫ ଆଜି ପବିତ୍ର ଭଉଁରୀ , ସକାଳ ଧୂପ ବଢ଼ିଲା ପରେ ୩ଜଣ ପୂଜାପଣ୍ଡା ଶ୍ରୀଅଙ୍ଗ ରୁ ଆଜ୍ଞା ମାଳ ନେଇ ରଥଖଳା କୁ ବିଜେ କରନ୍ତି । ସେଠାରେ ରଥ ମହାରଣାଙ୍କ ଦ୍ଵାରା ୨ଟି ଲେଖାଏ ଚକ ଅଖ ଦ୍ୱାରା ସଂଯୋଗ କରାଯାଇଥାଏ। ପୂଜାପଣ୍ଡା ୩ଟି ରଥ ଚକ ରେ ଆଜ୍ଞା ମାଳ ପ୍ରଦାନ କରିଥାନ୍ତି। ଏହି ୩ ଗୋଟି ମାଳ ରଥ ଚକ ରେ ଲାଗି ହେବା ପରେ ଏହାକୁ ଭୋଇ ସେବକ ମାନେ ତାଙ୍କ ଇଷ୍ଟଦେବୀ ରଥ ଖଳାରେ ଥିବା ମା ଚର୍ଚ୍ଚିକା ଙ୍କୁ ଅର୍ପଣ କରିଥାନ୍ତି। #ଭଉଁରୀ Chaka Dera rituals on Bhaunri : Today is Bhaunri , on this occasion after Sakal Dhupa rituals 3 Pujapanda Carries 3 Agyan maala from the deties to Ratha khala (Ratha Workshop) . At Ratha khala , 2 wheels of each Ratha is attached to the axel by Ratha Carpenters . 3 Pujapanda offers the Agyanmaal on each wheel of 3 Rathas . Later the 3 Agyana Maala is offered to Maa Charchika by the Bhoi sebayat present at Ratha Khala. #bhaunri #ame_odia_ama_jagannath #odia_adhyatmika_katha #ଭଉଁରୀଯାତ୍ରା #ଓଡ଼ିଆ_ଆଧ୍ୟାତ୍ମିକ_କଥା #ଚକଅଖଡେରା #bhaunrijatra #shreemandira
🙏 ❤️ 4

Comments