Team AOAJ (Ame Odia Ama Jagannath)
Team AOAJ (Ame Odia Ama Jagannath)
June 5, 2025 at 02:37 PM
ବିଶେଷ ସୂଚନା🔴 ଆସନ୍ତାକାଲି ତା୦୬.୦୬.୨୦୨୫ରିଖ,ଶୁକ୍ରବାର ଜ୍ୟେଷ୍ଠ:ଶୁକ୍ଳ ଏକାଦଶୀ ତିଥି *ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି* ଅନୁଷ୍ଠିତ ହେବ। ଏଣୁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୧.୦୦ ଟିକା ଠାରୁ ସନ୍ଧ୍ୟା ଘ.୬.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। SJTA #ଆମେ_ଓଡିଆ_ଆମଜଗନ୍ନାଥ #odia_adhyatmika_katha #ame_odia_ama_jagannath #ଓଡ଼ିଆ_ଆଧ୍ୟାତ୍ମିକ_କଥା
❤️ 👍 🙏 3

Comments