THE ଓଡିଶା NEWS(OFFICIAL)
THE ଓଡିଶା NEWS(OFFICIAL)
June 13, 2025 at 07:08 AM
*କେମିତି_ବଞ୍ଚିଲି_ଜାଣିନାହିଁ’* ବିମାନ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଏକମାତ୍ର ଯାତ୍ରୀ ରମେଶ ବିଶ୍ବାସଙ୍କ ବୟାନ ମୁଁ ବିମାନରୁ ତଳକୁ ଡେଇଁ ନାହିଁ: ରମେଶ ‘ବିମାନ ବାହାରକୁ ସିଟ୍‌ ସହ ଚାଲି ଆସିଲି’ ‘କ’ଣ ଘଟିଲା, ହଠାତ୍ କିଛି ଜାଣି ପାରିଲିନି’ ଦୁର୍ଘଟଣାରୁ କେମିତି ବର୍ତ୍ତିଲି ଜାଣିନାହିଁ: ରମେଶ ‘କ୍ରାସ୍‌ ପୂର୍ବରୁ ବିମାନର ବେଗ ବଢ଼ି ଯାଇଥିଲା’ ‘ବିମାନର ଜରୁରୀକାଳୀନ ଦ୍ବାର ଭାଙ୍ଗି ଯାଇଥିଲା’ ବିମାନ ଲାଇଟ୍ ହଠାତ୍ ବନ୍ଦ ହୋଇଗଲା: ରମେଶ ମୋ ଆଖି ଆଗରେ ସବୁ କିଛି ଘଟିଗଲା: ରମେଶ
Image from THE ଓଡିଶା NEWS(OFFICIAL): *କେମିତି_ବଞ୍ଚିଲି_ଜାଣିନାହିଁ’*  ବିମାନ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଏକମାତ୍ର ଯ...
🙏 🫡 👍 9

Comments