
ଗ୍ରାମୀଣ କୃଷି ମୌସମ ସେବା (GKMS), ଓ.ୟୁ.ଏ.ଟି, ଓଡ଼ିଶା
May 24, 2025 at 07:09 AM
ଆଜି କେରଳ ଠାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଛି ଯାହାକି ସ୍ଵାଭାବିକ ଠାରୁ ୮ ଦିନ ଆଗୁଆ ପ୍ରବେଶ କରିଛି ।
Source: MC BBSR
