
ଗ୍ରାମୀଣ କୃଷି ମୌସମ ସେବା (GKMS), ଓ.ୟୁ.ଏ.ଟି, ଓଡ଼ିଶା
June 10, 2025 at 01:32 AM
https://docs.google.com/forms/d/e/1FAIpQLSdUgY1iedbbNK1fJ29Ewp26z0NG7r29KR9yvKe-2LgpVjhKlg/viewform?usp=header
ଏହି ଗ୍ରୁପ୍ ଦ୍ଵାରା ଜଡ଼ିତ ସମସ୍ତ କୃଷକ ବନ୍ଧୁ ମାନଙ୍କୁ ଅନୁରୋଧ କି ଅଳ୍ପ ସମୟ ବାହାର କରି ନିଜେ କିମ୍ବା ଅନ୍ୟ କାହାର ସାହାଯ୍ୟ ନେଇ ଉପରେ ଦିଆଯାଇଥିବା ଲିଙ୍କ ମାଧ୍ୟମରେ ଦୟାକରି ନିଜର ଅଭିମତ ପ୍ରକାଶ କରନ୍ତୁ। ଆପଣଙ୍କ ଅଭିମତ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ଅଭିମତ ପ୍ରଦାନ କରିଲା ପରେ ଶେଷରେ ବାମପଟେ ଥିବା ସବମିଟ୍ ରେ କ୍ଲିକ୍ କରିବାକୁ ଭୁଲିବେ ନାହିଁ। ଯେଉଁ କୃଷକ ବନ୍ଧୁମାନେ ବର୍ତ୍ତମାନ ସୁଦ୍ଧା ତାଙ୍କର ଅଭିମତ ପ୍ରଦାନ କରିଛନ୍ତି ତାଙ୍କୁ ଆମେ ହୃଦୟରୁ ଧନ୍ୟବାଦ୍ ଜଣାଉଛୁ।🙏🏻