Team AOAJ (Ame Odia Ama Jagannath)
June 9, 2025 at 03:20 PM
ଜୟ ଜଗନ୍ନାଥ
ଆସନ୍ତାକାଲି ତା ୧୦.୬.୨୦୨୫ ରିଖ, ମଙ୍ଗଳବାର ଜ୍ୟେଷ୍ଠ:ଶୁକ୍ଳ ଚତୁର୍ଦ୍ଦଶୀ ତିଥି *ମହାପ୍ରଭୁଙ୍କ ସେନାପଟା ଲାଗି ନୀତି* ଅନୁଷ୍ଠିତ ହେବା ଏଣୁ ଆଜି ରାତ୍ର ଆଳତି ପହୁଡ଼ ଠାରୁ ଆସନ୍ତାକାଲି ତା ୧୦.୦୬.୨୦୨୫ ରିଖ, ମଙ୍ଗଳବାର ଅପରାହ୍ନ ଘ.୨.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
❤️
🙏
👍
11