
Suryalok🌞
June 7, 2025 at 01:04 AM
ଜୟ ଶ୍ରୀ ରାଧେ କୃଷ୍ଣ👏
ଆଧ୍ୟାତ୍ମିକ କଥା:-
*ମନୁଷ୍ଯ ଯେତେବେଳେ ଏହି ସଂସାରକୁ ଆତ୍ମସ୍ୱରୂପ ବୋଲି ଜାଣିଥାଏ, ତା ଦ୍ୱାରା କେବେ ଅସତ କାର୍ଯ୍ୟ ସହଜରେ ହେବା ସମ୍ଭବ ନୁହେଁ । ସେ କାହା ପାଇଁ ବା ମିଥ୍ୟା କହିବ? କାହାକୁ ଧୋକା ଦେବ? ଏହି ଭାବନା ସହିତ ପ୍ରତିକ୍ଷଣ ସ୍ମରଣ କରିବା ଉଚିତ ଯେ ଆମ ଦ୍ବାରା କୌଣସି ପ୍ରକାର ଅଧର୍ମ କାମ ନ ହେଉ, ତେବେ ଆମେ ଧର୍ମର ପଥରେ ଅଗ୍ରସର ହେବାରେ ସକ୍ଷମ ହେବୁ ।*