Suryalok🌞
Suryalok🌞
June 20, 2025 at 12:47 AM
ଜୟ ଶ୍ରୀ ରାଧେ କୃଷ୍ଣ👏 ଆଧ୍ୟାତ୍ମିକ କଥା:- *ଉତ୍ତମ ମାନସିକତା କଣ:* *କାମ କରିବା ସମୟରେ ନିଷ୍ଠା, ଆଦର ଓ ସନ୍ତୋଷର ସହ କାମ କରିବା ଜରୁରୀ । ନିଜ କର୍ତ୍ତବ୍ୟ ପ୍ରତି ଦୃଢ଼ ବିଶ୍ୱାସ ଏବଂ ମନୋଭାବ ରଖିବା ଆବଶ୍ୟକ ।* *🕉️ଜୟ ଜଗନ୍ନାଥ🕉️*

Comments