THE ଓଡିଶା NEWS(OFFICIAL)
THE ଓଡିଶା NEWS(OFFICIAL)
June 21, 2025 at 11:28 AM
*ପନ୍ତଙ୍କ_ଜବରଦସ୍ତ_ଶତକ* -ହେଡିଂଲେ ଟେଷ୍ଟ: ପନ୍ତଙ୍କ ଜବରଦସ୍ତ ଶତକ -ତୃତୀୟ ବ୍ୟାଟର ଭାବେ ଶତକ କଲେ ପନ୍ତ -୧୪୬ଟି ବଲରୁ ୧୦ଟି ଚୌକା ଓ ୪ ଛକା ସହାୟତାରେ ଶତକ -ଛକା ମାରି ଶତକ କଲେ ପନ୍ତ -କ୍ୟାରିଅରର ସପ୍ତମ ଶତକ ହାସଲ କଲେ ପନ୍ତ -ଭାରତୀୟ ୱିକେଟ କିପର ଭାବେ ଟେଷ୍ଟରେ ସର୍ବାଧିକ ଶତକ -ଧୋନିଙ୍କ ଷଷ୍ଠ ଶତକକୁ ପଛରେ ପକାଇ ପନ୍ତଙ୍କ ସପ୍ତମ ଶତକ
Image from THE ଓଡିଶା NEWS(OFFICIAL): *ପନ୍ତଙ୍କ_ଜବରଦସ୍ତ_ଶତକ*  -ହେଡିଂଲେ ଟେଷ୍ଟ: ପନ୍ତଙ୍କ ଜବରଦସ୍ତ ଶତକ -ତୃତୀୟ ବ୍ୟା...
❤️ 5

Comments