Odisha Govt Job update
27.4K subscribers
About Odisha Govt Job update
Odisha govt job,Odisha private job, Odisha Latest job
Similar Channels
Swipe to see more
Posts
ଆସିଲା ଜୁନ୍ ମାସ ରେ ବଡ଼ ନିଯୁକ୍ତି ସୁଯୋଗ ଦେଖନ୍ତୁ👇👇👇
ଏ ଜୀବନ ବହୁତ ଛୋଟ,ତେଣୁ ସେହି ମଣିଷ ସହିତ ଅଧିକ ସମୟ ବିତେଇବା ପାଇଁ ଚେଷ୍ଟା କର, ଯିଏ କି ତୁମକୁ ସବୁବେଳେ ଖୁସି ଓ ଭଲ ପାଇବା ଦେବାକୁ ଚାହିଁଥାଏ... 🙏ଜୟ ଜଗନ୍ନାଥ🙏
ଆସିବାକୁ ଯାଉଛି ବନ ବିଭାଗ ରେ ବଡ଼ ନିଯୁକ୍ତି ସୁଯୋଗ ଦେଖନ୍ତୁ👇👇
https://youtu.be/ofU6Rq6emww?si=ZPipM6E8XkhBM_IJ
ଯେମିତି ଶିଶୁ ଛୋଟ ଛୋଟ କଥାରେ କାନ୍ଦନ୍ତି ଆଉ ବଡ଼ ଲୋକ ଆମେ ହସୁ, ସେମିତି ଈଶ୍ୱର ବି ଆମ ଉପରେ ହସୁଥିବେ, ଯେତେବେଳେ ଆମେ ଛୋଟ ଛୋଟ କାରଣରୁ ବିଚଳିତ ହୋଇଯାଉ...🙏ଜୟ ଜଗନ୍ନାଥ🙏
https://youtu.be/4qvaRfVxyTQ?si=yG4FYiyj6E4KH_gU
https://youtu.be/OFpSoHE6Tvw?si=KOoTmJ4o8r5wQ8xs
https://youtu.be/OLvNJ6uA7SM?si=26sPq5J4_TbxFU5L
କିଏ କେବେ କାହାର ଖାସ୍ ହୋଇ ନ ଥାନ୍ତି , ସମସ୍ତେ କାମ ପଡ଼ିଲେ ଖୋଜନ୍ତି,କାମ ସରିଲେ ବାଟ ଭାଙ୍ଗନ୍ତି...🙏ଜୟ ଜଗନ୍ନାଥ🙏