Odisha Govt Job update
Odisha Govt Job update
May 25, 2025 at 12:56 AM
ଯେମିତି ଶିଶୁ ଛୋଟ ଛୋଟ କଥାରେ କାନ୍ଦନ୍ତି ଆଉ ବଡ଼ ଲୋକ ଆମେ ହସୁ, ସେମିତି ଈଶ୍ୱର ବି ଆମ ଉପରେ ହସୁଥିବେ, ଯେତେବେଳେ ଆମେ ଛୋଟ ଛୋଟ କାରଣରୁ ବିଚଳିତ ହୋଇଯାଉ...🙏ଜୟ ଜଗନ୍ନାଥ🙏
👍 ❤️ 🙏 😢 2⃣ 💯 🙂 🤔 🤗 71

Comments