Bhabani Shankar Bhoi

Bhabani Shankar Bhoi

5.6K subscribers

Verified Channel
Bhabani Shankar Bhoi
Bhabani Shankar Bhoi
February 4, 2025 at 05:45 PM
ଆମ ସଂସ୍କୃତି ଏବଂ ପରମ୍ପରାର କେଡେ ନିଆରା । ଖାଡିଆ ସମାଜ ଦ୍ୱାରା ସଂଗୀତ ଓ ନୃତ୍ୟ ମାଧ୍ୟମରେ ଯେପରି ସ୍ଵାଗତ କରାଗଲା, ତାହା ଅତ୍ୟନ୍ତ ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଥିଲା। ଆମ ଐତିହ୍ୟ ଏବଂ ସଂସ୍କୃତି ଏପରି ଅବିରତ ଭାବେ ଚାଲିଥାଉ ଏବଂ ନୂଆ ପିଢ଼ି ପାଖକୁ ପହଞ୍ଚୁଥାଉ ।ଏହି ଅଭିନବ ପ୍ରୟାସ ପାଇଁ ଖାଡିଆ ସମାଜର ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ।

Comments