
Bhabani Shankar Bhoi
5.6K subscribers
Verified ChannelAbout Bhabani Shankar Bhoi
Deputy Speaker Of Odisha Legislative Assembly & MLA Talsara
Similar Channels
Swipe to see more
Posts

Honored to inaugurate the Watershed Yatra in Village Baurimunda, Talsara Assembly Constituency, Sundargarh. This initiative is a step towards conserving soil and water, ensuring a greener, more sustainable future for generations to come. Let's unite as #WatershedYodhas and take responsibility for protecting our natural resources. Together, we can recharge groundwater, prevent soil erosion, and enhance agricultural productivity. Every drop saved, every action taken, brings us closer to a resilient and eco-friendly future! Join the movement. Be the change! 🌱🌎 #WatershedYatra #SaveWaterSaveSoil #JalShakti #ClimateAction #SustainableLiving #GreenFuture #WaterConservation #NatureForLife


ବିକଶିତ ଓଡିଶା , ବିକଶିତ ତଳସରା ନଦୀର ତୀରେ ହସେ, ପର୍ଯ୍ୟଟନର ନୂଆ ଦୁଆର, ସଂସ୍କୃତି ଓ ପ୍ରକୃତିରେ, ତଳସରା ହେଉ ଅପରାଜିତ ଆକାର। ଲେଫ୍ରିପଡା ର ଐତିହାସିକ ଏବଂ ଧାର୍ମିକ ସ୍ଥଳି ପ୍ରସିଦ୍ଧ ଶୈବପୀଠ ଉଷାକୋଟି ର ବିକାଶ ପାଇଁ ୩ କୋଟି ୫୮ ଲକ୍ଷ ଟଙ୍କା ବ୍ୟୟ ବରାଦ ପାଇଁ ଅନୁମୋଦନ ଦେଇଛନ୍ତି ରାଜ୍ୟ ପର୍ଯ୍ୟଟନ ବିଭାଗ। ଐତିହାସିକ ଶୈବପୀଠ ଉଷାକୋଟି ର ବିକାଶ ହେବା ଦ୍ଵାରା ଏହି ସ୍ଥଳ ଅଞ୍ଚଳର ସାଂସ୍କୃତିକ ଐତିହ୍ୟର ଏକ ଝଲକ ପ୍ରଦାନ କରିବ, ଯାହା ଏହାକୁ ଏକ ଐତିହ୍ୟ ପର୍ଯ୍ୟଟନ ସ୍ଥଳ ଭାବେ ମୂଲ୍ୟବାନ କରିବ ।

ବିକଶିତ ଓଡିଶା, ବିକଶିତ ତଳସରା ତଳସରାର ସୁନା ତଟରେ, ସୂର୍ଯ୍ୟ ଟାଣେ ରଙ୍ଗିନ ରେଖା,ପର୍ଯ୍ୟଟକଙ୍କ ଭିଡ଼ ଲାଗିବ , ସ୍ୱପ୍ନ ସଜାଇବ ନୂଆ ଦିନର ଆଶା। ବାଲିଶଙ୍କରା, ଦଣ୍ଡପାଣି ପ୍ରସିଦ୍ଧ ଦେବୀପୀଠ ମାଁ କନକ ଦୁର୍ଗାଙ୍କ ଙ୍କ ମନ୍ଦିରର ବିକାଶ ପାଇଁ ୬ କୋଟି ୫୦ ଲକ୍ଷ ଟଙ୍କାର ବ୍ୟୟ ବରାଦ ପାଇଁ ଅନୁମୋଦନ ଦେଇଛନ୍ତି ରାଜ୍ୟ ପର୍ଯ୍ୟଟନ ବିଭାଗ। ଏହି ପୀଠର ବିକାଶ ହେବା ଦ୍ଵାରା ଏଠାରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହେବା ସହ ଏହି ପୀଠ ପର୍ଯ୍ୟଟକ ଏବଂ ଭକ୍ତମାନଙ୍କୁ ଆକର୍ଷିତ କରିବ ।

ପୁଲୱାମା ଆତଙ୍କି ଆକ୍ରମଣରେ ପ୍ରାଣବଳି ଦେଇଥିବା ସମସ୍ତ ବୀର ଯବାନଙ୍କୁ ସଂଗ୍ରାମୀ ଶ୍ରଦ୍ଧାଞ୍ଜଳି । #PulwamaAttack

ଭାରତର ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଲୋକପ୍ରିୟ ନେତ୍ରୀ ପଦ୍ମ ବିଭୂଷଣ ଶ୍ରୀମତୀ ସୁଷମା ସ୍ଵରାଜଙ୍କ ପୁଣ୍ୟ ଜୟନ୍ତୀରେ କୋଟି କୋଟି ପ୍ରଣାମ । ତାଙ୍କର ସେବା ମନୋଭାବ ଓ କର୍ମ ତତ୍ପରତା ସଦା ସର୍ବଦା ଆମ ପାଇଁ ପ୍ରେରଣାଦାୟକ। #SushmaSwaraj #BJP #Odisha