
Bhabani Shankar Bhoi
February 14, 2025 at 05:08 AM
ଭାରତର ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଲୋକପ୍ରିୟ ନେତ୍ରୀ ପଦ୍ମ ବିଭୂଷଣ ଶ୍ରୀମତୀ ସୁଷମା ସ୍ଵରାଜଙ୍କ ପୁଣ୍ୟ ଜୟନ୍ତୀରେ କୋଟି କୋଟି ପ୍ରଣାମ । ତାଙ୍କର ସେବା ମନୋଭାବ ଓ କର୍ମ ତତ୍ପରତା ସଦା ସର୍ବଦା ଆମ ପାଇଁ ପ୍ରେରଣାଦାୟକ।
#sushmaswaraj #bjp #odisha