
Bhabani Shankar Bhoi
February 16, 2025 at 03:21 AM
ବିକଶିତ ଓଡିଶା, ବିକଶିତ ତଳସରା
ତଳସରାର ସୁନା ତଟରେ, ସୂର୍ଯ୍ୟ ଟାଣେ ରଙ୍ଗିନ ରେଖା,ପର୍ଯ୍ୟଟକଙ୍କ ଭିଡ଼ ଲାଗିବ , ସ୍ୱପ୍ନ ସଜାଇବ ନୂଆ ଦିନର ଆଶା।
ବାଲିଶଙ୍କରା, ଦଣ୍ଡପାଣି ପ୍ରସିଦ୍ଧ ଦେବୀପୀଠ ମାଁ କନକ ଦୁର୍ଗାଙ୍କ ଙ୍କ ମନ୍ଦିରର ବିକାଶ ପାଇଁ ୬ କୋଟି ୫୦ ଲକ୍ଷ ଟଙ୍କାର ବ୍ୟୟ ବରାଦ ପାଇଁ ଅନୁମୋଦନ ଦେଇଛନ୍ତି ରାଜ୍ୟ ପର୍ଯ୍ୟଟନ ବିଭାଗ।
ଏହି ପୀଠର ବିକାଶ ହେବା ଦ୍ଵାରା ଏଠାରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହେବା ସହ ଏହି ପୀଠ ପର୍ଯ୍ୟଟକ ଏବଂ ଭକ୍ତମାନଙ୍କୁ ଆକର୍ଷିତ କରିବ ।