Bhabani Shankar Bhoi

Bhabani Shankar Bhoi

5.6K subscribers

Verified Channel
Bhabani Shankar Bhoi
Bhabani Shankar Bhoi
February 16, 2025 at 03:24 AM
ବିକଶିତ ଓଡିଶା , ବିକଶିତ ତଳସରା ନଦୀର ତୀରେ ହସେ, ପର୍ଯ୍ୟଟନର ନୂଆ ଦୁଆର, ସଂସ୍କୃତି ଓ ପ୍ରକୃତିରେ, ତଳସରା ହେଉ ଅପରାଜିତ ଆକାର। ଲେଫ୍ରିପଡା ର ଐତିହାସିକ ଏବଂ ଧାର୍ମିକ ସ୍ଥଳି ପ୍ରସିଦ୍ଧ ଶୈବପୀଠ ଉଷାକୋଟି ର ବିକାଶ ପାଇଁ ୩ କୋଟି ୫୮ ଲକ୍ଷ ଟଙ୍କା ବ୍ୟୟ ବରାଦ ପାଇଁ ଅନୁମୋଦନ ଦେଇଛନ୍ତି ରାଜ୍ୟ ପର୍ଯ୍ୟଟନ ବିଭାଗ। ଐତିହାସିକ ଶୈବପୀଠ ଉଷାକୋଟି ର ବିକାଶ ହେବା ଦ୍ଵାରା ଏହି ସ୍ଥଳ ଅଞ୍ଚଳର ସାଂସ୍କୃତିକ ଐତିହ୍ୟର ଏକ ଝଲକ ପ୍ରଦାନ କରିବ, ଯାହା ଏହାକୁ ଏକ ଐତିହ୍ୟ ପର୍ଯ୍ୟଟନ ସ୍ଥଳ ଭାବେ ମୂଲ୍ୟବାନ କରିବ ।
🙏 1

Comments