Naveen Patnaik
January 18, 2025 at 02:01 PM
ଲୋକଙ୍କ ବଳରେ ବିଜୁ ଜନତା ଦଳ ଆହୁରି ବଳିୟାନ ହେଉଛି। ହିଞ୍ଜିଳିରେ ଅନେକ ପଞ୍ଚାୟତପ୍ରତିନିଧି ଓ କର୍ମୀ ଦଳରେ ସାମିଲ ହୋଇଛନ୍ତି। ସଭିଙ୍କୁ ସାଥିରେ ନେଇ ବିଜୁ ଜନତା ଦଳ ଲୋକଙ୍କ ଦଳ ସାଜିଛି।
❤️
👍
💚
🙏
😂
🐚
83