Naveen Patnaik
12.6K subscribers
Verified ChannelAbout Naveen Patnaik
President, Biju Janata Dal
Similar Channels
Swipe to see more
Posts
Deeply anguished to learn about the disastrous crash of Ahmedabad- London Air India flight with hundreds of people onboard. My thoughts and prayers are with the families deeply affected in the tragic plane crash.
ପବିତ୍ର ସ୍ନାନପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କୃପାରୁ ସଭିଙ୍କ ଜୀବନ ସୁଖ ଓ ସମୃଦ୍ଧିମୟ ହେଉ। ଜୟ ଜଗନ୍ନାଥ 🙏🏻

Congratulate Odisha’s Dr Mrutyunjay Mohapatra, Director General of Meteorology of on being conferred with United Nations Sasakawa Award 2025 for Disaster Risk Reduction. He has been awarded for his pioneering work in reducing cyclone-related fatalities across the Indian Ocean region. Odisha is proud of your achievement.

ଓଡ଼ିଶାର ଗର୍ବ ଶ୍ରାବଣୀ ନନ୍ଦଙ୍କୁ ଭେଟି ଶୁଭେଚ୍ଛା ଜଣାଇଲି। ସାଉଥ୍ କୋରିଆରେ ଆୟୋଜିତ ଏସିଆନ୍ ଆଥଲେଟ୍ ଚାମ୍ପିଅନସିପର ରିଲେରେ ସେ ରୌପ୍ୟ ପଦକ ଜିତି ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି। ରାଜ୍ୟର କ୍ରୀଡ଼ାବିତଙ୍କୁ ଏହା ପ୍ରେରଣା ଯୋଗାଇବ। ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।

Congratulate Royal Challengers Bangalore on their superb win over Punjab Kings to lift the maiden Indian Premier League Trophy after 18 years wait. All round performance throughout the highly contested tournament helped the team reach the summit and lift the cup. Commend Virat Kohli for the unshakable passion and undying spirit. Best wishes to the team. #IPL2025 #RCB

Warm greetings on the auspicious occasion of #EidAlAdha. May the festival of sacrifice bring happiness and strengthen the spirit of peace, brotherhood and compassion in society. #EidMubarak

Glad to meet renowned Bollywood actor Dalip Tahil. He fondly recollected the time his father spent as a pilot with Kalinga Airlines founded by legendary aviator Biju Patnaik. Thanked him for the courtesy visit and wished him a healthy life.
ପୋଲାଭରମ୍ ପ୍ରକଳ୍ପ ମାଲକାନଗିରିର ଜନଜାତି ଭାଇଭଉଣୀଙ୍କ ସ୍ୱାର୍ଥ ବିରୋଧୀ। ବହୁ ଜନଜାତି ଭାଇଭଉଣୀ ପୋଲାଭରମ୍ ପ୍ରକଳ୍ପ ଦ୍ବାରା ନିଜ ଭିଟାମାଟି ହରାଇବେ। ହେଲେ ଜନଜାତିଙ୍କ ସ୍ୱାର୍ଥ ଅପେକ୍ଷା ବିଜେପି ନିଜ ଦଳର ରାଜନୈତିକ ସ୍ୱାର୍ଥ ଉପରେ ଅଧିକ ଗୁରୁତ୍ୱ ଦେଉଛି। ରାଜନୈତିକ ଦୃଷ୍ଟିକୋଣରୁ କେନ୍ଦ୍ରୀୟ ସମ୍ବଳର ବଣ୍ଟନ ସଙ୍ଘୀୟ ବ୍ୟବସ୍ଥାକୁ ଦୁର୍ବଳ କରିଦେଉଛି। ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୋଟୁରେ ଆୟୋଜିତ ବିଶାଳ ସମାବେଶ ଆମ ସଂକଳ୍ପକୁ ଆହୁରି ଦୃଢ଼ କରିଛି। ଜନଜାତିଙ୍କ ସ୍ୱାର୍ଥ ଓ 'ଓଡ଼ିଆ ସ୍ୱାଭିମାନ' ସୁରକ୍ଷା ପାଇଁ ବିଜେଡିର ଲଢ଼େଇ ଜାରି ରହିବ। #PolavaramProject #BJDWithOdisha
ଯୁକ୍ତ ୨ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ପରୀକ୍ଷାରେ ସଭିଙ୍କ ସଫଳତା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।

ଖୋର୍ଦ୍ଧାର ନେତୃବୃନ୍ଦ ଓ ଲୋକମାନଙ୍କୁ ଭେଟି ସୁବିଧା, ଅସୁବିଧା ବୁଝିଲି। ଲୋକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ବିଜୁ ଜନତା ଦଳ କେବେ ପଛଘୁଞ୍ଚା ଦେବ ନାହିଁ। #BJDWithOdisha