Naveen Patnaik
February 1, 2025 at 07:01 AM
ଜୀବନଜୀବିକା ପାଇଁ ଦୀର୍ଘଦିନ ଧରି ଧାରଣାରେ ବସିଥିବା ବିର୍ଲା ଟାୟାର୍ସ ମିଳିତ ଶ୍ରମିକ ସଙ୍ଗଠନର ସଦସ୍ୟଙ୍କୁ ଭେଟିଲି। ସମସ୍ୟାର ଶୀଘ୍ର ସମାଧାନ ପାଇଁ ସରକାର ଏଥିରେ ହସ୍ତକ୍ଷେପ କରି ଜୀବନଜୀବିକା ପାଇଁ ସଂଗ୍ରାମ କରୁଥିବା ଅସହାୟ ଶ୍ରମିକ ତଥା ମା'ମାନଙ୍କୁ ନ୍ୟାୟ ଦିଅନ୍ତୁ।
❤️
🙏
👍
💚
46