Naveen Patnaik

12.6K subscribers

Verified Channel
Naveen Patnaik
February 12, 2025 at 03:23 PM
ବିଜୁ ଜନତା ଦଳ ଲଢ଼ିବ ଓଡ଼ିଶାବାସୀଙ୍କ ହକର ଲଢ଼େଇ। ବିଧାନସଭାର ବଜେଟ୍ ଅଧିବେଶନ ପୂର୍ବରୁ ବିଜୁ ଜନତା ଦଳର ବିଧାୟକ ଦଳ ବୈଠକରେ ସାମିଲ ହେଲି। ବିଧାନସଭାରେ ଲୋକଙ୍କ ସ୍ୱର ସାଜିବାକୁ ସମସ୍ତଙ୍କୁ ପରାମର୍ଶ ଦେଲି। #bjdwithodisha
❤️ 🙏 👍 💚 🐚 😂 🤓 51

Comments